Thursday, January 29, 2026
25.1 C
Odisha

    ଷଣ୍ଢକୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ବାଲେଶ୍ୱର: ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଡିଗ୍ରିପାହୀ ଗ୍ରାମରେ ଏକ ଷଣ୍ଢକୁ କେହି ଅଜଣା ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ଷଣ୍ଢକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ପ୍ରାଣୀ ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି। ଷଣ୍ଢ ପିଠିର ଅନେକ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଷଣ୍ଢଟି ଚିକତ୍ାର କରି ଦୌଡୁଥିବାବେଳେ ସାହୁ ଛକ ନିକଟରେ ସ୍ଥାନୀୟ ଲୋକେ କାବୁ କରି ଚିକିତ୍ସା କରାଇବା ସହ ଖାଇବାକୁ ଦେଇଛନ୍ତି। ତେବେ କିଏ ଏବଂ କଣ ପାଇଁ ଏମିତି ନୃଶଂସ କାର୍ଯ୍ୟ କରିଛି ତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ସିଂଲା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ପହଞ୍ଚତ୍ ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    26 %
    2kmh
    19 %
    Thu
    23 °
    Fri
    31 °
    Sat
    32 °
    Sun
    32 °
    Mon
    33 °

    ସମ୍ବନ୍ଧିତ