Sunday, October 11, 2026
30.5 C
Odisha

    ଷଣ୍ଢକୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ବାଲେଶ୍ୱର: ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଡିଗ୍ରିପାହୀ ଗ୍ରାମରେ ଏକ ଷଣ୍ଢକୁ କେହି ଅଜଣା ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ଷଣ୍ଢକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ପ୍ରାଣୀ ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି। ଷଣ୍ଢ ପିଠିର ଅନେକ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଷଣ୍ଢଟି ଚିକତ୍ାର କରି ଦୌଡୁଥିବାବେଳେ ସାହୁ ଛକ ନିକଟରେ ସ୍ଥାନୀୟ ଲୋକେ କାବୁ କରି ଚିକିତ୍ସା କରାଇବା ସହ ଖାଇବାକୁ ଦେଇଛନ୍ତି। ତେବେ କିଏ ଏବଂ କଣ ପାଇଁ ଏମିତି ନୃଶଂସ କାର୍ଯ୍ୟ କରିଛି ତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ସିଂଲା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ପହଞ୍ଚତ୍ ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    52 %
    2.8kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ