Sunday, February 1, 2026
29 C
Odisha

    ଏଫ ଏମ ଛାତ୍ରୀ ଘଟଣା : କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କୁ ପଚରାଉଚରା କରିଛି କ୍ରାଇମ୍ ବ୍ରାଞ୍ଚ

    ଆଗକୁ ପଢନ୍ତୁ

    ବାଲେଶ୍ୱର : ସତ ଖୋଲିବେ ସିକ୍ୟୁରିଟି ଗାର୍ଡ । କ୍ରାଇମବ୍ରାଞ୍ଚ ର ତଦନ୍ତର ସମ୍ମୁଖୀନ ହେଲେ ଏଫ୍ ଏମ କଲେଜର ସିକ୍ୟୁରିଟି ଗାର୍ଡ । କଲେଜ୍ ଫାଷ୍ଟ ଗେଟରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କୁ ଝାଳ ବୁହା ପଚରାଉଚରା କରିଛି କ୍ରାଇମ୍ ବ୍ରାଞ୍ଚ । ଘଟଣା ଦିନ କେତେବେଳେ କାର୍ଯ୍ୟରେ ଯୋଗ ଦେଇଥିଲେ ସିକ୍ୟୁରିଟି ଗାର୍ଡ ।

    ଛାତ୍ରୀ ଜଣକ କେଉଁ ସମୟରେ କଲେଜ୍ କ୍ୟାମ୍ପସ କୁ ପଶିଲେ । ଛାତ୍ରୀ ଙ୍କ ସାଙ୍ଗରେ କିଏ କିଏ ଥିଲେ । କେଉଁ ଛାତ୍ର ମାନେ ଛାତ୍ରୀଙ୍କ ସହ ଥିଲେ । କେତେ ଜଣ ଅଣଛାତ୍ର ଘଟଣା ଦିନ କ୍ୟାମ୍ପସ ମଧ୍ୟରେ ଥିଲେ । ସବୁ ଛାତ୍ର ମାନେ ୟୁନିଫର୍ମ ରେ ଥିଲେ ନା ନର୍ମାଲ ଡ୍ରେସ୍ ରେ ଥିଲେ ।

    ଏସବୁ ବିଷୟକୁ ନେଇ ବହୁ ସମୟଧରି ପଚରା ଉଚୁରା କରିଛି କ୍ରାଇମବ୍ରାଞ୍ଚ । ମେଇନ ଗେଟ୍ ସହ , ପ୍ରିଂସିପାଲ୍ ଚ୍ୟମ୍ବର ଓ କ୍ୟାମ୍ପସ ରେ ଡ୍ୟୁଟି କରୁଥିବା ୩ ଜଣ ସିକ୍ୟୁରିଟି ଗାର୍ଡ ଆଜି କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    34 %
    2.1kmh
    95 %
    Sun
    30 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ