Monday, January 12, 2026
19.8 C
Odisha

    ନିୟନ୍ତ୍ରଣ ହରାଇ ଆଗରେ ଯାଉଥିବା କାର୍‌କୁ ଧକ୍କା ଦେଲେ, ୪ ବର୍ଷୀୟ ଶିଶୁର ମୃତ୍ୟୁ

    ଆଗକୁ ପଢନ୍ତୁ

    ରାଉରକେଲା: ଦ୍ରୁତଗତି ମହାବିପତ୍ତି। ଏହା ଜାଣିଥିଲେ ମଧ୍ୟ ଲୋକ ଅସାବଧାନତା ଯୋଗୁଁ ଦୁର୍ଘଟଣାର ଶିକାର ହୋଇଥାନ୍ତି। ରାଉରକେଲା ପୁଲିସ ଜିଲ୍ଲା ଚାନ୍ଦିପୋଷ ଥାନା ମୂଷାବିରା ଠାରେ ଆଜି ଏକ ଅଲ୍ଟୋ କାର୍‌କୁ ହ୍ୟୁଣ୍ଡାଇ କାର ପଛ ପାର୍ଶ୍ୱରୁ ଧକ୍କା ଦେଇଛି। ଫଳରେ ଜଣେ ୪ ବର୍ଷ ବୟସର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁର ନାମ ରିସଭ ଓରାମ ବୋଲି ଜଣାପଡ଼ିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ୨ଟି କାରକୁ ଜବତ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.8 ° C
    19.8 °
    19.8 °
    28 %
    1.1kmh
    1 %
    Mon
    27 °
    Tue
    28 °
    Wed
    29 °
    Thu
    30 °
    Fri
    30 °

    ସମ୍ବନ୍ଧିତ