Friday, September 20, 2024
30.1 C
Odisha

    ରେଳ ପାଇଁ ଓଡିଶାକୁ ୧୦ ହଜାର ୫୮୬ କୋଟିର ଅନୁଦାନ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

    ଆଗକୁ ପଢନ୍ତୁ

    ଓଡିଶା ପାଇଁ ୧୦ ହଜାର ୫୮୬ କୋଟିର ରେଳ ଅନୁଦାନ । ପ୍ରେସମିଟ କରି ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଲୱେ ପାଇଁ ୨ ଲକ୍ଷ ୬୨ ହଜାର କୋଟି ଟଙ୍କା ମିଳିଛି । ଓଡିଶା ପାଇଁ ମିଳିଛି ୧୦ ହଜାର ୫୮୬ କୋଟି ଟଙ୍କା । ୟୁପିଏ ତୁଳନାରେ ୧୨ ଗୁଣା ଅଧିକ ଟଙ୍କା ମିଳିଛି । ୟୁୁପିଏ ସମୟରେ ଓଡିଶାକୁ ୮ଶହ ୩୮ କୋଟି ଟଙ୍କା ମିଳୁଥିଲା । ଓଡିଶାରେ ୪୦ଟି ରେଳ ପ୍ରକଳ୍ପ କାମ ଚାଲିଛି । ପ୍ରକଳ୍ପରେ ୫୪ ହଜାର ୪୩୪ କୋଟି ଟଙ୍କା ନିବେଶ ହେବ । ଓଡିଶାରେ ଶତପ୍ରତିଶତ ବିଦ୍ୟୁତକରଣ ହୋଇଛି । ୧୦ ବର୍ଷରେ ୪୨୭ଟି ଫ୍ଲାଇଓଭର/ ଅଣ୍ଡରପାସ ନିର୍ମାଣ ହୋଇଛି । ରାଜ୍ୟର ୫୯ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    72 %
    1.2kmh
    37 %
    Fri
    31 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ