Monday, March 23, 2026
20.4 C
Odisha

    ଗହୀରମଥା ନିଷିଦ୍ଧାଞ୍ଚଳରେ ବେଆଇନ ମାଛଧରା, ବୋଟ ସହିତ ୧୭ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବନବିଭାଗ

    ଆଗକୁ ପଢନ୍ତୁ

    ବେଆଇନ ମାଛଧରୁଥିବା ବେଳେ ୧୭ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନବିଭାଗ । କେନ୍ଦ୍ରାପଡା ଜିଲ୍ଲା ଗହୀରମଥା ନିଷିଦ୍ଧାଞ୍ଚଳର ବରୁଣେଇ ମୁହାଁଣ ନିକଟରେ ବେଆଇନ ଭାବେ ମାଛ ଧରିୁଥିବା ବେଳେ ବନବିଭାଗ ଦ୍ବାରା ମା ଜାହାଜୀ ମଙ୍ଗଳା-୨ ନାମକ ବୋଟ ସହିତ ୧୭ ମତ୍ସ୍ୟଜୀବୀ ଗିରଫ ହୋଇଛନ୍ତି । ସମସ୍ତ ମତ୍ସ୍ୟଜୀବୀ ଭଦ୍ରକ ଅଚଳର ବୋଲ ଜଣାପଡିଛି । ଅଲିଭ ରଡେଲ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରରେ ମାଛ ଧରା ଉପରେ କଟକଣା ଜାରି ରହିଥିବା ବେଳେ ମତ୍ସ୍ୟଜୀବୀ ମାନେ ସମୁଦ୍ରରେ ବେଆଇନ ଭାବେ ପ୍ରବେଶ କରି ମାଛ ଧରୁଛନ୍ତି । ବନବିଭାଗର ପେଟ୍ରୋଲିଂ ସମୟରେ ଗହୀରମଥା ସମୁଦ୍ରରୁ ଏହି ମତ୍ସ୍ୟଜୀବୀ ମାନେ ଗିରଫ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    39 %
    1.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ