Saturday, July 27, 2024
24.6 C
Odisha

    ଗହୀରମଥା ନିଷିଦ୍ଧାଞ୍ଚଳରେ ବେଆଇନ ମାଛଧରା, ବୋଟ ସହିତ ୧୭ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବନବିଭାଗ

    ଆଗକୁ ପଢନ୍ତୁ

    ବେଆଇନ ମାଛଧରୁଥିବା ବେଳେ ୧୭ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନବିଭାଗ । କେନ୍ଦ୍ରାପଡା ଜିଲ୍ଲା ଗହୀରମଥା ନିଷିଦ୍ଧାଞ୍ଚଳର ବରୁଣେଇ ମୁହାଁଣ ନିକଟରେ ବେଆଇନ ଭାବେ ମାଛ ଧରିୁଥିବା ବେଳେ ବନବିଭାଗ ଦ୍ବାରା ମା ଜାହାଜୀ ମଙ୍ଗଳା-୨ ନାମକ ବୋଟ ସହିତ ୧୭ ମତ୍ସ୍ୟଜୀବୀ ଗିରଫ ହୋଇଛନ୍ତି । ସମସ୍ତ ମତ୍ସ୍ୟଜୀବୀ ଭଦ୍ରକ ଅଚଳର ବୋଲ ଜଣାପଡିଛି । ଅଲିଭ ରଡେଲ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରରେ ମାଛ ଧରା ଉପରେ କଟକଣା ଜାରି ରହିଥିବା ବେଳେ ମତ୍ସ୍ୟଜୀବୀ ମାନେ ସମୁଦ୍ରରେ ବେଆଇନ ଭାବେ ପ୍ରବେଶ କରି ମାଛ ଧରୁଛନ୍ତି । ବନବିଭାଗର ପେଟ୍ରୋଲିଂ ସମୟରେ ଗହୀରମଥା ସମୁଦ୍ରରୁ ଏହି ମତ୍ସ୍ୟଜୀବୀ ମାନେ ଗିରଫ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ