Friday, February 20, 2026
25 C
Odisha

    ୪ତାରିଖରୁ ୧୦ ତାରିଖ ମଧ୍ୟରେ ପ୍ରବଳ ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବର୍ଷାରେ ଭିଜିବ ପାର୍ବଣ । ଚଳିତ ଦୁର୍ଗା ପୂଜାରେ ରାଜ୍ୟରେ ପ୍ରବଳ ବର୍ଷିବ । ଅକ୍ଟୋବରରେ ପୁଣି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଅକ୍ଟୋବର ଦ୍ବିତୀୟ ସପ୍ତାହ ବେଳେକୁ ଲଘୁଚାପ ସୃଷ୍ଟି ହୋଇପାରେ । ପ୍ରଭାବରେ ଅକ୍ଟୋବର ୪ତାରିଖରୁ ୧୦ ତାରିଖ ମଧ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    24 %
    0.8kmh
    5 %
    Fri
    27 °
    Sat
    35 °
    Sun
    35 °
    Mon
    35 °
    Tue
    35 °

    ସମ୍ବନ୍ଧିତ