Tuesday, March 31, 2026
35.7 C
Odisha

    ଆଜି ଭାରତ-ଆମେରିକା ସୁରକ୍ଷା ପରିଷଦ ବୈଠକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗୁରୁତ୍ବପୂର୍ଣ୍ଣ ଭାରତ-ଆମେରିକାର ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନ୍‌ଏସ୍‌ଏ)ସ୍ତରୀୟ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଦୁଇଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।‌ ବୈଠକରେ ଦ୍ବିପାକ୍ଷିକ ବୈଷୟିକ-ସାମରିକ ସମ୍ବନ୍ଧ ଦୃଢ଼ କରିବା ନେଇ ବିଭିନ୍ନ ରଣନୀତି ସମ୍ପର୍କରେ ଆଲୋଚନା ହେବ। ଆସନ୍ତାକାଲି ଠାରୁ ‘ଇନିସିଏଟିଭ୍‌ ଅଫ୍‌ କ୍ରିଟିକାଲ୍‌ ଆଣ୍ଡ ଏମର୍ଜିଂ ଟେକ୍‌ନୋଲୋଜିସ୍‌ (ଆଇସିଇଟି)ର ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେଉଛି। ଏଥିରେ ଯୋଗ ଦେବା ପାଇଁ ଆାମରିକାର ସୁରକ୍ଷା ଉପଦେଷ୍ଟା ଜାକ୍‌ ସୁଲିଭାନ୍‌ ଭାରତ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତର ସୁରକ୍ଷା ପରିଷଦ ଉପଦେଷ୍ଟା ଅଜିତ ଡୋଭାଲ୍‌ଙ୍କ ସହ ସୁଲିଭାନଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି। ମିଳିତ ଉଦ୍ୟମରେ ସାମରିକ ସାମଗ୍ରୀ ଓ ଯୁଦ୍ଧାସ୍ତ୍ର ନିର୍ମାଣ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    35.7 ° C
    35.7 °
    35.7 °
    22 %
    4.6kmh
    69 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ