Sunday, November 2, 2025
26.6 C
Odisha

    ହାଇଟେକ ହସ୍ପିଟାଲ ପିଆରଓଙ୍କ ସୂଚନା: କହିଲେ, ଏହା କୌଣସି ବିସ୍ଫୋରଣ ନୁହେଁ

    ଆଗକୁ ପଢନ୍ତୁ

    ହାଇଟେକ ହସ୍ପିଟାଲ ବିସ୍ଫୋରଣ ଘଟଣା । ହାଇଟେକ ହସ୍ପିଟାଲ ପିଆରଓଙ୍କ ସୂଚନା । କହିଲେ, ଏହା କୌଣସି ବିସ୍ଫୋରଣ ନୁହେଁ । ଏସି ପିଲିଂ ବେଳେ ସ୍ପାର୍କିଂ ହୋଇଥିଲା । ଏଥିରେ ଧନ ଜୀବନ କିଛି କ୍ଷତି ହୋଇନାହିଁ । ୩ରୁ ୪ ଜଣ ଆହତ ହୋଇଛନ୍ତି, ସେମାନଙ୍କ ଚିକିତ୍ସା ଚାଲିଛି । ସେମାନଙ୍କର ବିଶେଷ କିଛି ଘଟିନାହିଁ । ଆହତମାନଙ୍କୁ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଆଉ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି । ହସ୍ପିଟାଲ ପିଆରଓଙ୍କ ସୂଚନା ଅନୁସାରେ, ଏସିରେ ଗ୍ୟାସ ଫିଲିଙ୍ଗ ବେଳେ ବିସ୍ଫୋରଣ ଘଟିଛି । ଏସି ଫିଟିଂ କରୁଥିବା ଲୋକମାନେ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ବାୟୁମଣ୍ଡଳକୁ କଳା ଧୂଆଁ ଉଠିଥିଲା । ଏବେ ସ୍ଥିତି ନିୟନ୍ତ୍ରଣକୁ ଆସି ଯାଇଛି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ଭୟଭିତ ନହେବାକୁ ହସ୍ପିଟାଲ ପିଆରଓ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.6 ° C
    26.6 °
    26.6 °
    72 %
    2.2kmh
    74 %
    Sun
    26 °
    Mon
    29 °
    Tue
    28 °
    Wed
    28 °
    Thu
    28 °

    ସମ୍ବନ୍ଧିତ