Sunday, March 15, 2026
38.4 C
Odisha

    JSW VSSUT ମାରାଥନ ବୁର୍ଲାରେ ଆୟୋଜିତ

    ଆଗକୁ ପଢନ୍ତୁ

    ସମ୍ବଲପୁର  :  ଆଜି ବୁର୍ଲା ରେ ଜେଏସ୍‌ଡବ୍ଲ୍ୟୁ ଭିଏସ୍‌ଏସ୍‌ୟୁଟି ମାରାଥନ୍ ୨୦୨୬ ଆୟୋଜିତ ହୋଇ ସାରିଛି। ଏହି ମାରାଥନ୍ ବିଶ୍ୱର ୧୨ଟି ଦେଶରେ ସମକାଳୀନ ଭାବେ ଆୟୋଜିତ ହେବାକୁ ଥିବା ଏକ ଆନ୍ତର୍ଜାତୀୟ ପଦକ୍ଷେପର ଅଂଶ ଅଟେ। ଏହି ଗୌରବଜନକ ଆୟୋଜନ ପାଇଁ VSSUT ର ଆଲୁମ୍ନି ଗ୍ରୁପ ଏକାଠି ହୋଇ VSSUT ରେ ଏହି ମାରାଥନ ଆୟୋଜନ କରିଛନ୍ତି। ଏହି ମାରାଥନ୍‌ର ମୂଳ ଥିମ୍ ହେଉଛି “ଜୀବନକୁ ‘ହଁ’, ନିଶାକୁ ‘ନା’”। ମାରାଥନ୍‌ରେ ଯୋଗ ଦେଇଥିବା ପ୍ରତିଯୋଗୀ ସକାଳ 5ଟାରେ ସିଦ୍ଧି ଗେଟରୁ ଆରମ୍ଭ କରି, ପୁନର୍ବାର ସେଇଠି ପହଂଚି ଥିଲେ।

    ପ୍ରାୟ 2400 ଜଣ ଦୌଡ଼କାରୀ VSSUT ଠାରେ ଏବଂ ୧୨ ଟି ଦେଶରୁ ପ୍ରାୟ ୧୫୦୦ ରୁ ଅଧିକ ଆଲୁମ୍ନି ଭର୍ଚୁଆଲ୍ ମାଧ୍ୟମରେ ଏହି ମାରାଥନ୍‌ରେ ଅଂଶଗ୍ରହଣ କରିଥିଲେ। 100ରୁ ଅଧିକ ଛାତ୍ର ଛାତ୍ରୀ ମାନେ ଭଲ୍ଯୁଣ୍ଟର ଭାବେ ଯୋଗ ଦେଇଥିଲେ। ସମସ୍ତଙ୍କୁ ପ୍ରୋତ୍ସାହିତ କରିବା ପାଈଁ ଜୁମ୍ବା ମଧ୍ୟ ଆୟୋଜିତ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.4 ° C
    38.4 °
    38.4 °
    14 %
    3.6kmh
    76 %
    Sun
    37 °
    Mon
    38 °
    Tue
    39 °
    Wed
    37 °
    Thu
    36 °

    ସମ୍ବନ୍ଧିତ