ରାଜ୍ୟ ଦ୍ରୁତଗତିରେ ଆସି ବ୍ୟକ୍ତିଙ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ By Hemant March 14, 2026 15 0 ଆଗକୁ ପଢନ୍ତୁ ଅନୁଗୋଳ ବନ୍ତଳା ଫାୟାରିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ, ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଉଠାଇନେଲା ପୋଲିସ ୨୦୩୬ ଅଲିମ୍ପିକ୍ସ ଆୟୋଜନ ଦୌଡ଼ରେ ଭାରତ ସହ ୭ ଦେଶ ଆଇଏମଏଫର ଚେତାବନୀ: ବିଶ୍ୱ ପ୍ରତି ଏଆଇ-ତେଲ-ଋଣର ତ୍ରିମୁଖୀ ବିପଦ ନବରାତ୍ରୀର ୯ଦିନ ମଧ୍ୟରେ ଘରେ କରନ୍ତୁ ଏହି କାମ, ମିଳିବ ମାତା ଦୁର୍ଗାଙ୍କ ଅନନ୍ତ ଆଶୀର୍ବାଦ Hemant Type your sଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ସନ୍ଥ ଅରକ୍ଷିତ ଦାସ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଏକ ଘରୋଇ ଯାତ୍ରୀବାହୀ ବସ୍ (ନଂ. ଓଡ଼ି୦୨ଏଡି-୮୯୫୭)ଧକ୍କାରେ ଜଣେ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣଙ୍କ ହେଲେ ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମର ଜେ.ହରିକୃଷ୍ଣ ଦୋରା(୫୦) । ଶନିବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ଦିଗପହଣ୍ଡିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବସ୍ଟି ବେପରୱା ଭାବେ ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ଖବରପାଇ ଦିଗପହଣ୍ଡି ପୋଲିସ ଟିମ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ପୋଲିସ ଦୁର୍ଘଟଣା ଘଟାଇଥିବା ବସ୍କୁ ଜବତ କରି ଥାନାକୁ ନେଇଛନ୍ତି। ଏନେଇ ଥାନାରେ ମାମଲା ରୁଜୁ କରାଯାଇଛି। ହରିକୃଷ୍ଣଙ୍କ ସ୍ତ୍ରୀ, ଗୋଟିଏ ପୁଅ ଓ ଦୁଇ ଝିଅ ଅଛନ୍ତି। ଗରିବ ଶ୍ରେଣୀର ଅସହାୟ ହରିକୃଷ୍ଣ ଗତ କିଛିଦିନ ହେଲା ଦିଗପହଣ୍ଡି ଅଞ୍ଚଳରେ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଚଳୁଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ କହିଛି। Type your search ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ସନ୍ଥ ଅରକ୍ଷିତ ଦାସ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଏକ ଘରୋଇ ଯାତ୍ରୀବାହୀ ବସ୍ (ନଂ. ଓଡ଼ି୦୨ଏଡି-୮୯୫୭)ଧକ୍କାରେ ଜଣେ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣଙ୍କ ହେଲେ ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମର ଜେ.ହରିକୃଷ୍ଣ ଦୋରା(୫୦) । ଆଜି ପ୍ରାୟ ୧୦ ଟାରେ ଦିଗପହଣ୍ଡିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବସ୍ଟି ବେପରୱା ଭାବେ ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ଖବରପାଇ ଦିଗପହଣ୍ଡି ପୋଲିସ ଟିମ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ପୋଲିସ ଦୁର୍ଘଟଣା ଘଟାଇଥିବା ବସ୍କୁ ଜବତ କରି ଥାନାକୁ ନେଇଛନ୍ତି। ଏନେଇ ଥାନାରେ ମାମଲା ରୁଜୁ କରାଯାଇଛି। ହରିକୃଷ୍ଣଙ୍କ ସ୍ତ୍ରୀ, ଗୋଟିଏ ପୁଅ ଓ ଦୁଇ ଝିଅ ଅଛନ୍ତି। ଗରିବ ଶ୍ରେଣୀର ଅସହାୟ ହରିକୃଷ୍ଣ ଗତ କିଛିଦିନ ହେଲା ଦିଗପହଣ୍ଡି ଅଞ୍ଚଳରେ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଚଳୁଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ କହିଛି। Continue Reading ରାଜ୍ୟ Tags1 deathBus accident digapahandi Share FacebookTwitterPinterestWhatsApp Previous articleଟ୍ରିପଲ ମର୍ଡର ଘଟଣା: ଅଭିଯୁକ୍ତ ଗିରଫNext articleରଜତ ପାଟିଦାର ହେଲେ RCBର ଅଧିନାୟକ, ଦିନେଶ କାର୍ତ୍ତିକ ବାଝିଲେ ପ୍ଲେ-୧୧ ଅନ୍ୟାନ୍ୟ ଖବର ରସାୟନ ବିଜ୍ଞାନରେ ନୋବେଲ୍: ହେନେରୀ ବି. କାଗନ ଓ କେନ୍ସୋ ସୋଆଇଙ୍କୁ ସମ୍ମାନ ପୂଜା ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା, ରାଜଧାନୀରେ ୧୯୮ ପୂଜା ପେଣ୍ଡାଲ ଆଇଏମଏଫର ଚେତାବନୀ: ବିଶ୍ୱ ପ୍ରତି ଏଆଇ-ତେଲ-ଋଣର ତ୍ରିମୁଖୀ ବିପଦ ୨୦୩୬ ଅଲିମ୍ପିକ୍ସ ଆୟୋଜନ ଦୌଡ଼ରେ ଭାରତ ସହ ୭ ଦେଶ ଓଡ଼ିଶା ପ୍ରଶାସନରେ ଛୋଟଧରଣର ଅଦଳବଦଳ, ୭ ଜଣ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ପାଣିପାଗ Odisha clear sky enter location 22.5 ° C 22.5 ° 22.5 ° 88 % 1.7kmh 0 % Wed 22 ° Thu 30 ° Fri 29 ° Sat 30 ° Sun 30 ° ସମ୍ବନ୍ଧିତ ପୂଜା ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା, ରାଜଧାନୀରେ ୧୯୮ ପୂଜା ପେଣ୍ଡାଲ ଓଡ଼ିଶା ପ୍ରଶାସନରେ ଛୋଟଧରଣର ଅଦଳବଦଳ, ୭ ଜଣ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକିଲା ଇଣ୍ଡିଆ ବ୍ଲକ୍, ୪ ଦଫା ଦାବିରେ ଆନ୍ଦୋଳନ ରାୟଗଡ଼ାରେ ସହିଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି: ୨ ମାସ ପରେ ଗଢ଼ିଥାନ୍ତେ ସଂସାର, ଅଙ୍ଗଦାନ କରି ହେଲେ ଅମର