Wednesday, December 17, 2025
26.3 C
Odisha

    ଭୁବନେଶ୍ୱର ବିମାନ ବନ୍ଦରରେ ଜୋରଦାର ସ୍ୱାଗତ, ‘ଓଡିଶା ବଞ୍ଚାଅ ସମାବେଶ’ ରେ ଦେବେ ଉଦବୋଧନ

    ଆଗକୁ ପଢନ୍ତୁ

    ଓଡିଶାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଉପସ୍ଥିତ ନେତା ଓ କର୍ମୀମାନେ ତାଙ୍କୁ ପାଛୋଟି ଆଣିଥିଲେ । ଆୟୋଜିତ ‘ ଓଡିଶା ବଞ୍ଚାଅ ସମାବେଶ’ରେ ଉଦବୋଧନ ଦେବେ ।ଲୋୟର ପିଏମଜିରେ ଆୟୋଜିତ ହୋଇଥିବା ଓଡ଼ିଶା ବଂଚାଅ ସମାବେଶରେ ବରିଷ୍ଠ ନେତାଙ୍କଠାରୁ ଆରମ୍ଭ କରି ପଂଚାୟତ, ବୁଥ୍, ବ୍ଲକ ସ୍ତରର କର୍ମୀଙ୍କୁ ଉଦବୋଧନ ଦେବେ ଖଡଗେ । ଓଡ଼ିଶା ବଂଚାଅ ସମାବେଶରେ ପାଖାପାଖି ୧ ଘଂଟା ରହିବେ କଂଗ୍ରେସ ଅଧ୍ୟକ୍ଷ । ଓଡ଼ିଶାକୁ ବିଜେଡି ଓ ବିଜେପି କବଳରୁ ବଂଚେଇବା ସ୍ଲୋଗାନ ଦେଇ ଓଡ଼ିଶା ବଂଚାଅ ସମାବେଶ କରୁଛି ଦଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.3 ° C
    26.3 °
    26.3 °
    24 %
    2.5kmh
    0 %
    Wed
    27 °
    Thu
    26 °
    Fri
    26 °
    Sat
    27 °
    Sun
    28 °

    ସମ୍ବନ୍ଧିତ