Sunday, September 27, 2026
24.7 C
Odisha

    ଭୁବନେଶ୍ୱର ବିମାନ ବନ୍ଦରରେ ଜୋରଦାର ସ୍ୱାଗତ, ‘ଓଡିଶା ବଞ୍ଚାଅ ସମାବେଶ’ ରେ ଦେବେ ଉଦବୋଧନ

    ଆଗକୁ ପଢନ୍ତୁ

    ଓଡିଶାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଉପସ୍ଥିତ ନେତା ଓ କର୍ମୀମାନେ ତାଙ୍କୁ ପାଛୋଟି ଆଣିଥିଲେ । ଆୟୋଜିତ ‘ ଓଡିଶା ବଞ୍ଚାଅ ସମାବେଶ’ରେ ଉଦବୋଧନ ଦେବେ ।ଲୋୟର ପିଏମଜିରେ ଆୟୋଜିତ ହୋଇଥିବା ଓଡ଼ିଶା ବଂଚାଅ ସମାବେଶରେ ବରିଷ୍ଠ ନେତାଙ୍କଠାରୁ ଆରମ୍ଭ କରି ପଂଚାୟତ, ବୁଥ୍, ବ୍ଲକ ସ୍ତରର କର୍ମୀଙ୍କୁ ଉଦବୋଧନ ଦେବେ ଖଡଗେ । ଓଡ଼ିଶା ବଂଚାଅ ସମାବେଶରେ ପାଖାପାଖି ୧ ଘଂଟା ରହିବେ କଂଗ୍ରେସ ଅଧ୍ୟକ୍ଷ । ଓଡ଼ିଶାକୁ ବିଜେଡି ଓ ବିଜେପି କବଳରୁ ବଂଚେଇବା ସ୍ଲୋଗାନ ଦେଇ ଓଡ଼ିଶା ବଂଚାଅ ସମାବେଶ କରୁଛି ଦଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ