Wednesday, September 30, 2026
28.2 C
Odisha

    ଏହି ୫ଟି କାମ କଲେ ମିଳିବ ମନଲାଖି ବର

    ଆଗକୁ ପଢନ୍ତୁ

    ସାଧାରଣତଃ ଝିଅ ବଡ ହେବା ପରେ ମା’-ବାପା ଝିଅର ବିବାହ ବିଷୟରେ ଚିନ୍ତା କରିଥାନ୍ତି। ମା-ବାପାଙ୍କର ସ୍ୱପ୍ନ ଥାଏ ତାଙ୍କ ଝିଅକୁ ଭଲ ପାତ୍ରଟିଏ ମିଳୁ, ଯେପରି ସେ ପୁରା ଜୀବନ ଝିଅକୁ ଖୁସିରେ ରଖିପାରିବ। ଏହକାରଣରୁ ହିଁ ମା-ବାପା ଅନେକ ଦେଖା, ଶୁଣା କରି ଝିଅ ପାଇଁ ବର ଖୋଜିଥାନ୍ତି। ଅନେକ ସମୟରେ ସମ୍ପର୍କ ଦୃଢ ଥିଲେ ମଧ୍ୟ ସମ୍ପର୍କ ଭାଙ୍ଗି ଯାଇଥାଏ ବା ମନ ଚାହୁଁଥିବା ପାତ୍ର ମିଳିନଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ସମ୍ପର୍କ ଯୋଡି ହେବା ସମୟରେ ଦେଖାଯାଉଥିବା ଏହି ସମସ୍ୟାର କାରଣ ବାସ୍ତୁଦୋଷ ମଧ୍ୟ ହୋଇଥାଏ। ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆଜି ଆମେ ଆପଣଙ୍କୁ ଏଭଳି କିଛି ଉପାୟ ବିଷୟରେ କହିବୁ ଯେପରି ଆସୁଥିବା ନୂଆବର୍ଷ ୨୦୨୦ ରେ ଆପଣଙ୍କ ବିବାହର ଯୋଗ ଖୋଲିଯିବା ସହ ମନ ଚାହୁଁଥିବା ପାତ୍ର ପାଇପାରିବେ।
    ଭଗବାନ ଶଙ୍କରଙ୍କ ବ୍ରତ ରଖନ୍ତୁ:
    ବିବାହ ଯୋଗ୍ୟ ଝିଅମାନେ ଭଗବାନ ଶିବଙ୍କର ୧୬ ସୋମବାର ବ୍ରତ ରଖିବା ଉଚିତ। ଏହି ବ୍ରତ ଆପଣ ନୂଆବର୍ଷ ପୂର୍ବରୁ ଆରମ୍ଭ କରିପାରିବେ। ଏହି ପ୍ରତ ସର୍ବଦା ଶୁକ୍ଳପକ୍ଷର ନପ୍ରଥମ ସୋମବାର ଦିନ ଆରମ୍ଭ କରିବା ଉଚିତ। ନିୟମିତ ରୂପେ ମନ୍ଦିର ଯାଇ ଶିବଲିଙ୍ଗ ଉପରେ ଜଳ ଲାଗି କରିବା ସହ ବ୍ରତ କଥା ପଢି ଭଗବାନ ଶିବ ଏବଂ ମାତା ଗେରୀଙ୍କ ଆଶୀର୍ବାଦ ନେବା ଉଚିତ।

    ପାଣିରେ ହଳଦୀ ପକାଇ ସ୍ନାନ କରିବା:
    ଯେଉଁ ଝିଅମାନଙ୍କର ବିବାହ ହେବାରେ ବିଳମ୍ବ ହେଉଛି ସେହି ଝିଅମାନେ ପାଣିରେ ହଳଦୀ ମିଶାଇ ସ୍ନାନ କରିବା ଉଚିତ। ଏପରି କରିବା ଦ୍ୱାରା ବିବାହ ଯୋଗ ଜଲଦି ଖୋଲିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    67 %
    1.7kmh
    61 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ