Wednesday, April 1, 2026
27.7 C
Odisha

    କାର୍ ଭିତରୁ ଟଙ୍କା ବ୍ୟାଗ ଲୁଟିନେଲେ ଦୁଇ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ବାଙ୍କୀ: କାର୍ ଭିତରୁ ଟଙ୍କା ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ । ବାଙ୍କୀ ଥାନା ବାଆଁରା ଗାଁରେ ଘଟିଛି ଘଟଣା । ଷ୍ଟେଟ ବ୍ୟାଙ୍କ ବାଙ୍କୀ ଶାଖାରୁ ଦୁଇ ଜଣ ଦମ୍ପତି ୪୮ ହଜାର ଟଙ୍କା ଉଠାଇ କାର ଭିତରେ ରଖି ଛୋଟ ଛୋଟ ପିଲାମାନଙ୍କ ସହ କଥା ହେଉଥିବା ବେଳେ ମୁହଁରେ ରୁମାଲ ବାନ୍ଧି ବାଇକରେ ଆସି କାରରୁ ଟଙ୍କା ଲୁଟିନେଲେ ଦୁଇ ଦୁର୍ବୃତ୍ତ ।

    ଟଙ୍କା ବ୍ୟାଗ୍‌ ନେଇ ବୈଦେଶ୍ୱର୍ ପଳାଇ ଯିବାର ଅଭିଯୋଗ କରିଛନ୍ତି ମହିଳା ଓ ତାଙ୍କ ସ୍ଵାମୀ। ପୋଲିସ ବ୍ୟାଙ୍କ ସମ୍ମୁଖ କୁ ଯାଇ ସବୁ ଦୋକାନର ସିସି ଟିଭି ଫୁଟେଜ ଯାଞ୍ଚ କରି ଲୁଟେରାଙ୍କୁ ଚିହ୍ନଟ କରିଛି । ବାଙ୍କୀ ପୋଲିସ ତାଙ୍କ ପିଛା କରି ଛାନ ଭିନ୍ନ କରୁଛି। ବାଙ୍କୀ ବ୍ୟାଙ୍କ ସମ୍ମୁଖରୁ ବାରାମ୍ବାର ଏହି ଭଳି ଲୁଟ ହୋଇଥିବାର ଅଭିଯୋଗ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.7 ° C
    27.7 °
    27.7 °
    49 %
    2.3kmh
    1 %
    Wed
    28 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ