Tuesday, September 30, 2025
23.3 C
Odisha

    MKCG ମେଡ଼ିକାଲରେ ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର  :  MKCG ମେଡ଼ିକାଲରେ ଅଗ୍ନିକାଣ୍ଡ । ରୋଗୀ ନିଦାନ କେନ୍ଦ୍ରର ତଳ ମହଲାରେ ରହିଥିବା ବାୟୋ କେମିଷ୍ଟ ବିଭାଗ କୋଠାରେ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ ସେକ୍ସନରେ ମଧ୍ୟ ରାତିରେ ନିଆଁ ଲାଗିଛି ।

    ଶୀତ ତାପ ନିୟନ୍ତ୍ରିତରୁ ନିର୍ଗତ ଗ୍ୟାସ ନିର୍ଗତ ହୋଇ କିଛି କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳୁଛି । ସଟ୍‌ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଛି । ଅଘଟଣରେ ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରପାତି ସହ ରସାୟନ ପଦାର୍ଥ ଜଳି ଯାଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ତେବେ କ୍ଷୟକ୍ଷତିର ଏପର୍ଯ୍ୟନ୍ତ କିଛି ଆକଳନ କରାଯାଇ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    94 %
    0.9kmh
    7 %
    Mon
    23 °
    Tue
    30 °
    Wed
    30 °
    Thu
    28 °
    Fri
    26 °

    ସମ୍ବନ୍ଧିତ