Thursday, March 19, 2026
23.2 C
Odisha

    ଲୋକଙ୍କୁ ଗୋଡେଇ ଗୋଡେଇ କାମୁଡ଼ିଲା ମାଙ୍କଡ଼

    ଆଗକୁ ପଢନ୍ତୁ

    ପିପିଲି : ପୁରୀ ଜ଼ିଲ୍ଲା ପିପିଲି ବିଜ୍ଞାପିତ ପରିଷଦ ଅଂଚଳରେ ପାଗଳ ହନୁ ମାଙ୍କଡ଼ର ଆତଙ୍କରେ ଅନେକ ଲୋକେ ଆହତ ହୋଇଛନ୍ତି । ପାଗଳ ହନୁ ମାଙ୍କଡ଼ ଗୋଡେଇ ଗୋଡେଇ କାମୁଡିବା ରେ ୭ ଜଣ ଗୁରୁତର ହୋଇ ଥିବା ବେଳେ ୫ ଜଣ ଛୋଟ ପିଲା ଥିବା ବେଳେ ୨ ଜଣ ମହିଳା ଗୁରୁତର ହୋଇଛନ୍ତି ।  ହନୁ ମାଙ୍କଡ଼ର ଭୟ ଭିତରେ ପିପିଲି ଏନଏସି ବାସିନ୍ଧା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    55 %
    2kmh
    97 %
    Thu
    23 °
    Fri
    33 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ