Tuesday, September 15, 2026
23.4 C
Odisha

    ଲେଉଟାଣି ନେବ ମୌସୁମୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଲେଉଟାଣି ନେବ ମୌସୁମୀ । ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି । ସାଧାରଣ ସେପ୍ଟେମ୍ବର ମାସରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଚଳିତ ବର୍ଷ ମୌସୁମୀ ବିଦାୟ ନେବାର ପାଗ ଅନୁକୂଳ ରହିଛି । ରାଜ୍ୟ ରୁ ଖୁବ୍ ଶୀଘ୍ର ବିଦାୟ ନେବାକୁ ଯାଉଚି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଚଳିତ ବର୍ଷ ରାଜ୍ୟ ରେ ସ୍ବାଭାବିକ ବର୍ଷା ୧୦୯୨.୦ ପ୍ରତିଶତ ଅନୁଭବ ହୋଇଚି ଯାହା ୧୧୫୦.୨ % ତୁଳନା ରେ ୫ ପ୍ରତିଶତ କମ୍ ।

    କେଉଁ ବର୍ଷ କେବେ ବିଦାୟ ନେଇଥିଲା ମୌସୁମୀ

    ୨୦୨୦ ମସିହା ରେ ଅକ୍ଟୋବର ୨୬ ରୁ ୨୮ ଭିତରେ ଓଡ଼ିଶା ରୁ ବିଦାୟ ନେଇଥିଲା ମୌସୁମୀ ।
    ୨୦୨୧ ରେ ଅକ୍ଟୋବର ୧୧ ରୁ ୨୩ ଭିତରେ ଓଡ଼ିଶା ରୁ ବିଦାୟ ନେଇଥିଲା ମୌସୁମୀ।
    ୨୦୨୨ ମସିହା ରେ ଅକ୍ଟୋବର ୨୦ ରୁ ୨୧ ରେ ଭିତରେ ବିଦାୟ ନେଇଥିଲା ମୌସୁମୀ।
    ୨୦୨୩ ରେ ଅକ୍ଟୋବର ୧୩ ରେ ଓଡ଼ିଶା ରୁ ସମ୍ପୂର୍ଣ ବିଦାୟ ନେଇଥିଲା ମୌସୁମୀ ।
    ୨୦୨୦ ରେ ୧୧୪୦.୮ ପ୍ରତିଶତ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।
    ୨୦୨୧ ରେ ୧୦୪୭.୦ ପ୍ରତିଶତ ବର୍ଷା ହୋଇଥିବା ବେଳେ _୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି
    ୨୦୨୨ ରେ ୧୧୯୬.୮ ପ୍ରତିଶତ ବର୍ଷା ହୋଇଥିବା ବେଳେ ୪ ପ୍ରତିଶତ ଅଧିକ ବର୍ଷା ହୋଇଛି
    ୨୦୨୩ ରେ ୧୧୧୫.୪ ପ୍ରତିଶତ ବର୍ଷା ହୋଇଥିବା ବେଳେ -୩ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ଼ ହୋଇଛି ।

    ଚଳିତ ବର୍ଷ ୨ ଜିଲ୍ଲା ନୂଆପଡ଼ା ଓ ମାଲକାନଗିରି ରେ ପ୍ରବଳ ବର୍ଷା ହୋଇଥିବା ବେଳେ । ୨୪ ଜିଲ୍ଲା ରେ ସ୍ବାଭାବିକ ବର୍ଷା ହୋଇଛି ଓ ୪ ଜିଲ୍ଲା ଭଦ୍ରକ, କେଉଁଝର , ଦେଓଗଡ ଓ ଝାରସୁଗୁଡ଼ା ରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଚି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.4 ° C
    23.4 °
    23.4 °
    89 %
    0.9kmh
    18 %
    Tue
    31 °
    Wed
    31 °
    Thu
    31 °
    Fri
    29 °
    Sat
    29 °

    ସମ୍ବନ୍ଧିତ