Sunday, April 5, 2026
36.1 C
Odisha

    ରାଜଧାନୀର ୪୬ ନଂ ୱାର୍ଡରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀର ୪୬ ନଂ ୱାର୍ଡରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପଦଯାତ୍ରା କରିଛନ୍ତି। ସେ ଘର ଘର ବୁଲି ଲୋକଙ୍କୁ ଭେଟିବା ସହ ସମସ୍ୟା ବିଷୟରେ ବି ପଚାର ବୁଝିଛନ୍ତି। ପଦଯାତ୍ରା ପୂର୍ବରୁ ସାଂସଦ ଅପରାଜିତାଙ୍କୁ ବିରୋଧ ଆଶଙ୍କା କରି ୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲା। ଖାଲି ସେତିକି ନୁହେଁ, ୪ ଜଣ ଇନ୍ସପେକ୍ଟର ଓ ୨ ଏସିପି ବିସୁରକ୍ଷା ଦାୟିତ୍ୱରେ ରହିଥିଲେ। ୪୬ ନଂ ୱାର୍ଡରେ ପଦଯାତ୍ରା ସମୟରେ ସେଭଳି କିଛି ଅପ୍ରୀତିକର ଘଟଣା ଘଟିନଥିଲା। ଅନ୍ୟପଟେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଏଭଳି ପଦଯାତ୍ରା ଜାରି ରହିବ। ଆଗକୁ ମଧ୍ୟ ଲୋକଙ୍କ ସମସ୍ୟା ବୁଝି ସମାଧାନ କରିବେ, କେହି ତାଙ୍କୁ ବିରୋଧ କରି ଅଟକାଇପାରିବେ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    36.1 ° C
    36.1 °
    36.1 °
    24 %
    2.5kmh
    40 %
    Sun
    35 °
    Mon
    37 °
    Tue
    37 °
    Wed
    39 °
    Thu
    37 °

    ସମ୍ବନ୍ଧିତ