Sunday, March 22, 2026
21.2 C
Odisha

    ଚାଞ୍ଚଲ୍ୟ; ସ୍ୱାମୀକୁ ମାରି ଘରେ ପୋତି ଦେଲା ସ୍ତ୍ରୀ!

    ଆଗକୁ ପଢନ୍ତୁ

    ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ଗାଁରୁ ଆସିଲା ସାଙ୍ଘାତିକ ଅଭିଯୋଗ । ସ୍ୱାମୀକୁ ମାରି ସ୍ତ୍ରୀ ପୋତି ଦେଇଥିବା ଅଭିଯୋଗ । ପହଞ୍ଚିଲେ ମାଜିଷ୍ଟ୍ରେଟ୍‌ । ଘର ଭିତରେ ଶବ ପୋତିଥିବା ସନ୍ଦେହ । ସନ୍ଦେହରେ ମାଟି ଖୋଳା ଆରମ୍ଭ । ପାଖାପାଖି ୨୦ ଦିନ ହେଲା ନିଖୋଜ ଥିଲା ସ୍ୱାମୀ । କିଛି ଖବର ନ ମିଳିବାରୁ ସନ୍ଦେହ ବଢ଼ିଥିଲା । ଏନେଇ ବୋହୂ ଉପରେ ସନ୍ଦେହ କରି ଶ୍ୱଶୁର କରିଥିଲେ ଏତଲା । ଏତଲାକୁ ଆଧାରକରି ଛାନଭିନ୍‌ ଆରମ୍ଭ କରିଛି ଓଡ଼ଗାଁ ଥାନା ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ