Monday, March 30, 2026
25.1 C
Odisha

    ତୁରନ୍ତ ରାୟର ଆବଶ୍ୟକତା ଅଛି: ମହିଳାଙ୍କ ବିରୋଧରେ ଅପରାଧ ପ୍ରସଂଗରେ କହିଲେ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆରଜି କର ମେଡଲିକାଲ୍‌ କଲେଜ୍‌ର ଟ୍ରେନି ଡାକ୍ତରଙ୍କ ହତ୍ୟା ମାମଲାକୁ ନେଇ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଶନିବାର କହିଛନ୍ତି ଯେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ତୁରନ୍ତ ନ୍ୟାୟର ଆବଶ୍ୟକତା ରହିଛି। ମୋଦୀ ଦର୍ଶାଇଛନ୍ତି ଯେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏବଂ ଶିଶୁଙ୍କ ସୁରକ୍ଷା ସମାଜ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ।

    “ଦେଶରେ ଅନେକ ଆଇନ ଅଛି ଯାହା ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ସମାଧାନ କରିଥାଏ। ୨୦୧୯ ମସିହାରେ ଫାଷ୍ଟ-ଟ୍ରାକ କୋର୍ଟ ଆଇନ ପ୍ରଣୟନ କରାଯାଇଥିଲା, ଯାହା ଅଧୀନରେ ସାକ୍ଷୀ ସଂରକ୍ଷଣ କେନ୍ଦ୍ର ଗଠନ କରାଯାଇଥିଲା। ଏଥିରେ ଜିଲ୍ଲା ମନିଟରିଂ କମିଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆମକୁ ନିଶ୍ଚିତ କରିବାକୁ ପଡ଼ିବ ଯେ ଏହି କମିଟିଗୁଡିକ ଆହୁରି ଦୃଢ଼ କରିବାକୁ ପଡ଼ିବ। ମହିଳାଙ୍କ ସୁରକ୍ଷା ସହ ଜଡ଼ିତ ମାମଲାରେ ତୁରନ୍ତ ରାୟ ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    47 %
    0.4kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ