Tuesday, March 4, 2025
20 C
Odisha

    ପେଡ୍ ନ୍ୟୁଜ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ପେଡ୍ ନ୍ୟୁଜ ନିମନ୍ତେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଇସିଆଇ ନିର୍ଦ୍ଦେଶ ଦେଇଛନ୍ତି । ପେଡ୍ ନ୍ୟୁଜ ଅଭିଯୋଗ ଆସିଲେ ଏକ ସ୍ୱତନ୍ତ୍ର କମିଟି ତଦନ୍ତ କରିବ । ଅଭିଯୋଗ ସତ ହୋଇଥିଲେ, ସମସ୍ତେ ଖର୍ଚ୍ଚ ଉକ୍ତ ପ୍ରାର୍ଥୀଙ୍କ ନାଁରେ ଯିବ । ଏହା ବ୍ୟତୀତ, ନିର୍ବାଚନକୁ ନେଇ ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ଇସିଆଇଙ୍କ ଦ୍ୱାରା କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ନିର୍ବାଚନ କମିଶନ କହିଛନ୍ତି ଯେ, ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିରପେକ୍ଷ, ସ୍ୱଚ୍ଛ ଏବଂ ସବୁ ରାଜନୈତିକ ଦଳର ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ଇସିଆଇ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20 ° C
    20 °
    20 °
    37 %
    1.7kmh
    9 %
    Tue
    35 °
    Wed
    36 °
    Thu
    35 °
    Fri
    36 °
    Sat
    38 °

    ସମ୍ବନ୍ଧିତ