Wednesday, June 10, 2026
40.2 C
Odisha

    ମାଓ କାର୍ଯ୍ୟକଳାପ: ମାଲକାନଗିରିରେ ଏନଆଇଏ ପକ୍ଷରୁ ଚଢ଼ାଉ

    ଆଗକୁ ପଢନ୍ତୁ

    ମାଲକାନଗିରିରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପକ୍ଷରୁ  ଚଢ଼ାଉ ଚାଲିଛି । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଅନନ୍ତପାଲି ଗାଁରେ ଜାତୀୟ ତଦନ୍ତକାରୀ ସଂସ୍ଥାର ଚଢ଼ାଉ ଜାରି ରହିଛି। ହାଇଦ୍ରାବାଦର ଏନଆଇଏ ଟିମ୍ ଭୋର ୩ଟାରୁ ଚଢ଼ାଉ କରିଛି। ଏଥିରେ ବିଏସ୍ଏଫ୍ ଓ ଡିଭିଏଫ୍ ସହାୟତା କରୁଥିବା ଜଣାଯାଇଛି।

    ମାଓ କାର୍ଯ୍ୟକଳାପ ସହ ସଂପୃକ୍ତି ନେଇ ଏହି ଚଢ଼ାଉ କରାଯାଉଥିବାର ସୂଚନା ମିଳିଛି। ସେହିପରି ଛତିଶଗଡ଼ର ୨ଟି ସ୍ଥାନରେ ବି ଏନ୍‌ଆଇଏ ତନାଘନା ଚଳାଇଛି ।

    ସୂଚନାଯୋଗ୍ୟ, ଗତ କିଛିଦିନ ହେବ ପୁଣି ମାଲକାନଗିରି-ଛତିଶଗଡ଼ ସୀମାନ୍ତରେ ସକ୍ରିୟ ହୋଇ ଉଠିଛନ୍ତି ମାଓବାଦୀ । ମାଓ ଦମନ ନେଇ ସୁରକ୍ଷାକର୍ମୀଙ୍କ ତରଫରୁ କରାଯାଉଛି ଜୋରଦାର ଅପରେସନ୍।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    40.2 ° C
    40.2 °
    40.2 °
    23 %
    2.9kmh
    76 %
    Wed
    42 °
    Thu
    44 °
    Fri
    42 °
    Sat
    40 °
    Sun
    42 °

    ସମ୍ବନ୍ଧିତ