Thursday, March 26, 2026
30.8 C
Odisha

    ୨୫ OAS ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ୨୫ ଜଣ ଓଏଏସ୍ ଅଧିକାରୀଙ୍କୁ ଟ୍ରାନ୍ସଫର କରାଯିବା ସହିତ ନୂଆ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବରଗଡ଼ ତହସିଲଦାର ବର୍ସିଅସ ଡୁଙ୍ଗଡୁଙ୍ଗଙ୍କୁ ବରଗଡ଼ ବିଡିଓ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ସୁନ୍ଦରଗଡ଼ର ଡେପୁଟି କଲେକ୍ଟର ସୁଧିର କୁମାର ନନ୍ଦଙ୍କୁ ବରଗଡ଼ ତହସିଲଦାର ଭାବେ, ବୌଦ୍ଧ ଡେପୁଟି କଲେକ୍ଟର ଶଶାଙ୍କ କୁମାର ପାତ୍ରଙ୍କୁ ଲାଞ୍ଜିଗଡ଼ ବିଡିଓ ଭାବେ, ଗୋଲାମୁଣ୍ଡା ତହସିଲଦାର ଅଶୋକ ପଟ୍ଟନାୟକଙ୍କୁ ପାତ୍ରପୁର ତହସିଲଦାର ଭାବେ, ଲକ୍ଷ୍ମଣପୁର ତହସିଲଦାର ସଦାକର କୁମ୍ଭାରଙ୍କୁ ଗୋଲାମୁଣ୍ଡା ତହସିଲଦାର ଭାବେ ଟ୍ରାନ୍ସଫର କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    20 %
    2.9kmh
    0 %
    Thu
    32 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ