Monday, February 23, 2026
18.1 C
Odisha

    ପୁଣି କନ୍ଦାଇଲା ପିଆଜ; ୯୦ ଛୁଇଁଲା ଦର

    ଆଗକୁ ପଢନ୍ତୁ

    ପୁଣି କନ୍ଦାଇଲାଣି ପିଆଜ ।ମହାରାଷ୍ଟ୍ର, ଦିଲ୍ଲୀ, ଲକ୍ଷ୍ନୌରେ ପିଆଜ ଦର ରାତାରାତି ବୃଦ୍ଧି ପାଇଛି ।ଯେଉଁଠି ଦୁଇ ଦିନ ପୂର୍ବରୁ ଏକ କେଜି ପିଆଜ ଦାମ ୪୦ରୁ ୫୦ ଟଙ୍କା ଥିଲା ସେଠିଏବେ ଦର ୮୦ରୁ ୯୦ ଟଙ୍କାରେ ପହଞ୍ଚିଛି ଦରଦାମ ବଢ଼ିବା ପରେ କେବଳ ଖାଉଟି ନୁହେଁ ଗ୍ରାହକ ମଧ୍ୟ ଚିନ୍ତାରେ ପଡିଛନ୍ତି ।ଚିନ୍ତାର କଥା ହେଉଛି କେବଳ ପିଆଜ ନୁହେଁ କିଛି ସ୍ଥାନରେ ରସୁଣ ଦର ମଧ୍ୟ ଆକାଶଛୁଆଁ ହୋଇଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.1 ° C
    18.1 °
    18.1 °
    76 %
    0.9kmh
    0 %
    Mon
    34 °
    Tue
    33 °
    Wed
    34 °
    Thu
    35 °
    Fri
    35 °

    ସମ୍ବନ୍ଧିତ