Friday, October 18, 2024
25 C
Odisha

    OSSSC ପକ୍ଷରୁ ଫାର୍ମାସିଷ୍ଟ ଓ ମଲ୍ଟିପର୍ପୋଜ ହେଲଥ ୱାର୍କର (ପୁରୁଷ) ଲିଖିତ ପରୀକ୍ଷା ତାରିଖ ଘୋଷଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ମାସ ୩ ତାରିଖ ଫାର୍ମାସିଷ୍ଟ ଓ ମଲ୍ଟିପର୍ପୋଜ ସ୍ୱାସ୍ଥ୍ୟ କର୍ମୀ (ପୁରୁଷ) ପଦ ପାଇଁ ଲିଖିତ ପରୀକ୍ଷା ଆୟୋଜିତ ହେବ । ମିଳତ ନିଯୁକ୍ତି ପରୀକ୍ଷା-୨୦୨୩ (III) ଅଧିନରେ କମ୍ପ୍ୟୁଟର ବେସଡ୍ ରିକ୍ରୁଟମେଣ୍ଟ ଟେଷ୍ଟ (ସିବିଆରଟି) ଜରିଆରେ ଏହି ପରୀକ୍ଷା ହେବ । ପରୀକ୍ଷା ତାରିଖ, ଭେନ୍ୟୁ, ସମୟ, କେନ୍ଦ୍ର ବାବଦରେ ସବିଶେଷ ତଥ୍ୟ ଆଡମିଟ୍ କାର୍ଡରେ ଉଲ୍ଲେଖ ରହିଛି । ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ପ୍ରଥମ ସ୍ଲଟ ଓ ଦ୍ୱିପ୍ରହର ୩ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଦ୍ୱିତୀୟ ସ୍ଲଟ୍ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ତରଫରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଏଥିସହିତ ନିୟମିତ ଭାବେ ୱେବସାଇଟ୍ ଚେକ୍ କରିବାକୁ ପ୍ରାର୍ଥୀଙ୍କୁ କୁହାଯାଇଛି

    ଲିଙ୍କ: https://www.osssc.gov.in/Docs/Written-Test-CRE-III.PDF

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ