Wednesday, October 7, 2026
23.2 C
Odisha

    ରାହୁଲ ଗାନ୍ଧୀଙ୍କ ରାୟଗଡ଼ା ଗସ୍ତ ବାତିଲ

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ରାୟଗଡ଼ା: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରାୟଗଡ଼ା ଗସ୍ତ ବାତିଲ ହୋଇଛି। ସେ ଆଜି ରାୟଗଡ଼ା ଆସିବେନି। ରାୟବରେଲି ଆସନ ପାଇଁ ରାହୁଲଙ୍କ ନାଁ ଘୋଷଣା କରାଯିବା ପରେ ଆଜି ରାୟବରେଲିରେ ସେ ନାମାଙ୍କନ ଭରିବେ। ଏଥିପାଇଁ ତାଙ୍କ ଓଡ଼ିଶା ଗସ୍ତ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଚନ୍ଦନ। ଏଣେ ରାହୁଲ ଗାନ୍ଧୀଙ୍କ ବଦଳରେ ଆୟୋଜିତ ସାଧାରଣ ସଭାରେ ‌ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଉଦବୋଧନ ଦେବା ଲାଗି ଯୋଜନା କରାଯାଇତିବା କୁହାଯାଉଛି।ଉତ୍ତରପ୍ରଦେଶର ସବୁଠୁ ଚର୍ଚ୍ଚିତ ଆସନ ତଥା କଂଗ୍ରେସ ଗଡ଼ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଏଥର ଆମେଥି ଛାଡ଼ି ରାୟବରେଲିରୁ ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ। ଆମେଥି ଆସନରେ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି ଦଳ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ