Friday, May 9, 2025
38.3 C
Odisha

    ଆଜିଠୁ ନବୀନ ଓଡିଶା ମ୍ୟାଜିକ୍ କାର୍ଡ ପାଇଁ ପଞ୍ଜୀକରଣ

    ଆଗକୁ ପଢନ୍ତୁ

    ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ ପାଇଁ ଆଜିଠୁ ଆରମ୍ଭ ହେବ ପଞ୍ଜୀକରଣ । ଅଗଷ୍ଟ ୧୫ ତାରିଖ ସୁଦ୍ଧା ଏହି କାର୍ଡ ବଂଟନ କରାଯିବ । ଏହି କାର୍ଡକୁ ଶିକ୍ଷାର୍ଥୀମାନେ ସ୍ମାର୍ଟକାର୍ଡ ଭାବେ ବ୍ୟବହାର କରିବେ । ଏହି କାର୍ଡ ଆବେଦନ ପାଇଁ ଆଜି ଏକ ସ୍ୱତନ୍ତ୍ର ପୋର୍ଟାଲର ଲୋକାର୍ପଣ କରାଯିବ । ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଆଧାରରେ ଏହି କାର୍ଡକୁ ଅପ୍ଗ୍ରେଡ୍ କରାଯିବ । ସିଲଭର, ଗୋଲ୍ଡ ଓ ପ୍ଲାଟିନମ୍ ସ୍ତର ଯାଏଁ ଅପଡେଟ୍ କରାଯାଇପାରିବ ।ଏହି କାର୍ଡରେ ଛାତ୍ରଛାତ୍ରୀ ବସ୍, ଟ୍ରେନ୍, ବିମାନବନ୍ଦରରେ ଯାତ୍ରା କରିବା ସମୟରେ ରିହାତି ପାଇବେ । ଏଥିସହ ମାଗଣା ୱାଇଫାଇ, ଅନ୍ଲାଇନ୍ କୋର୍ସ, ଫୋନ୍, ଡାଟା ରିଚାର୍ଜ, ଇ-ଲାଇବ୍ରେରୀ, ଦକ୍ଷିତା ବିକାଶ ପାଠ୍ୟକ୍ରମ, କୋଚିଂ ଭଳି ବିଭିନ୍ନ ଏକାଡେମିକ୍ କ୍ଷେତ୍ରରେ ସହାୟକ ହେବ । କ୍ୟାରିୟର କାଉନ୍ସେଲିଂ, ଭାଷା ପାଠ୍ୟକ୍ରମ, ସ୍ୱେଚ୍ଛାସେବୀ କ୍ଷେତ୍ରରେ ସହାୟକ ହେବ । ଏହା ସହ ପିଲାମାନେ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ସମୟରେ ଏହି କାର୍ଡ ଦେଖାଇ ଷ୍ଟାଡିୟମ୍ ବୁଲି ପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.3 ° C
    38.3 °
    38.3 °
    20 %
    2.4kmh
    68 %
    Fri
    40 °
    Sat
    40 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ