Thursday, May 14, 2026
31.5 C
Odisha

    ଡିପଫେକ୍ ଭିଡିଓର ଶିକାର ହେଲେ ସଚିନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଡିପଫେକ୍ ଭିଡିଓର ଶିକାର ହୋଇଛନ୍ତି master blaster sacin tendulkar। ଏକ ଗେମିଙ୍ଗ ଆପକୁ ପ୍ରୋତ୍ସାହନ କରୁଥିବା AI ଦ୍ବାରା ପ୍ରସ୍ତୁତ ହୋଇଛି । ଯେଉଁଥିରେ ସଚିନ କହିଛନ୍ତି କି, ତାଙ୍କ ଝିଅ ସାରା ଏହି ଗେମ୍ ଖେଳିବା ସହ ଭଲ ପଇସା ପାଇଛନ୍ତି । ଯେଉଁ ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅନଲାଇନ ଗେମକୁ ସଚିନଙ୍କ ପ୍ରୋତ୍ସାହନ କରୁଥିବା ଦେଖାଯାଉଥିବା ଏହି ଭିଡିଓରେ ଲୋକେ ବିଭିନ୍ନ କମେଣ୍ଟମାନ ଦେଇଥିବା ଦେଖିବାକୁ ମିଳିଛି । ବାସ୍ତବରେ କିନ୍ତୁ ସଚିନଙ୍କ ଡିପଫେକ୍ ଭାଇରାଲ ହେବା ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜର ପ୍ରତିକ୍ରିୟା ରଖିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି କି, ଏହା ମୋର ଭିଡିଓ ନୁହେଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.5 ° C
    31.5 °
    31.5 °
    52 %
    3.8kmh
    100 %
    Thu
    34 °
    Fri
    43 °
    Sat
    41 °
    Sun
    43 °
    Mon
    46 °

    ସମ୍ବନ୍ଧିତ