Tuesday, August 11, 2026
28.7 C
Odisha

    ବସରେ ଯାତ୍ରୀଙ୍କ ଅକସ୍ମାତ୍ ମୃତ୍ୟୁ, ଭୋଗରାଇରୁ ଜଳେଶ୍ୱର ଯାଉଥିଲେ

    ଆଗକୁ ପଢନ୍ତୁ

    ବସରେ ଯାତ୍ରୀଙ୍କ ମୃତ୍ୟୁ । ଭୋଗରାଇରୁ ବାଲେଶ୍ୱର ଯାଉଥିବା ମଧୁସୂଦନ ବସରେ ଘଟିଛି ଏହି ଅଘଟଣ । ମୃତକ ଭୋଗରାଇ ଗାଁର ଗୌରାଙ୍ଗ ପ୍ରଧାନ ବୋଲି ସୂଚନା ମିଳିଛି । କୌଣସି କାର୍ଯ୍ୟରେ ଭୋଗରାଇରୁ ମଧୁସୂଦନ ବସରେ ଚଢି ଗୌରାଙ୍ଗ ଜଳେଶ୍ୱର ଆସୁଥିଲେ । ଜଳେଶ୍ୱର ବସଷ୍ଟାଣ୍ଡରେ ବସ ଅଟକିବା ପରେ ମଧ୍ୟ ଗୌରାଙ୍ଗ ଗାଡିରୁ ଓହ୍ଲାଇନଥିଲେ । ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବସ କର୍ମଚାରୀ ଜଳେଶ୍ୱର ଜିକେ ଭଟ୍ଟ ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.7 ° C
    28.7 °
    28.7 °
    71 %
    2.2kmh
    64 %
    Tue
    29 °
    Wed
    31 °
    Thu
    29 °
    Fri
    30 °
    Sat
    26 °

    ସମ୍ବନ୍ଧିତ