Tuesday, September 15, 2026
23.4 C
Odisha

    ସଲମାନ ଖାନଙ୍କ ପୂର୍ବତନ ପ୍ରେମିକାଙ୍କ ଚାଞ୍ଚଲ୍ୟକର ବୟାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କ ପୂର୍ବତନ ପ୍ରେମିକା ସୋମି ଅଲି ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ରହିଛନ୍ତି। କାରଣ ସୋମି କିଛିଦିନ ହେବ ଆଶ୍ଚର୍ଯ୍ୟଜନକ ଦାବିମାନ କରୁଛନ୍ତି।

    ନିକଟରେ ସୋମି ଅଲି ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସମ୍ପର୍କକୁ ନେଇ ଅନେକ ଆଶ୍ଚର୍ଯ୍ୟଜନକ ଦାବି କରିଥିଲେ। ସମ୍ପ୍ରତି ସେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କର ଚାରି ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା। ସୁଶାନ୍ତଙ୍କ ମୃତ୍ୟୁର ଚାରି ମାସ ପରେ ଏମ୍ସ ମେଡିକାଲ ବୋର୍ଡ ସୁଶାନ୍ତଙ୍କୁ ହତ୍ୟା କରାଯାଇ ନଥିବା ସ୍ପଷ୍ଟ କରିଥିଲା। ସୁଶାନ୍ତ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା କୁହାଯାଇଥିଲା। କାରଣ ସୁଶାନ୍ତଙ୍କ ଶରୀରରେ ଦୌଡ଼ି ଚିହ୍ନ ବ୍ୟତୀତ ଆଉ କୌଣସି ଚିହ୍ନ ରହି ନଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.4 ° C
    23.4 °
    23.4 °
    89 %
    0.9kmh
    18 %
    Tue
    31 °
    Wed
    31 °
    Thu
    31 °
    Fri
    29 °
    Sat
    29 °

    ସମ୍ବନ୍ଧିତ