Tuesday, January 27, 2026
24.4 C
Odisha

    ପଣ୍ଡିତଙ୍କ ମନ୍ତ୍ରୋଚାରଣଙ୍କ ସାଙ୍ଗକୁ ହୋମଯଜ୍ଞ ଓ ଚଣ୍ଡୀପାଠରେ କମ୍ପୁଛି ସମଲେଇ ପୀଠ

    ଆଗକୁ ପଢନ୍ତୁ

    ସମଲେଇ ମନ୍ଦିର ଯଜ୍ଞ କୁଣ୍ଡରେ ଆଜି ପୁଣି ଆରମ୍ଭ ହୋଇଛି ହୋମଯଜ୍ଞ ଓ ଚଣ୍ଡିପାଠ । ୧୧ଟି ଜିଲ୍ଲାରୁ ୩୦ଜଣ ପୂଜକ ଏହି ପୂଜାପାଠରେ ଲାଗିଛନ୍ତି । ପୁରୋହିତଙ୍କ ମନ୍ତ୍ରୋଚାରଣରେ କମ୍ପୁଛି ପରିବେଶ । ଗତକାଲିଠାରୁ ଆରମ୍ଭ ହୋଇଛି ଯଜ୍ଞ । ୩୧ରେ ଯଜ୍ଞର ପୂର୍ଣ୍ଣାହୁତି ହେବ । ତେବେ ୩୦ତାରିଖ ପରେ ସାଧାରଣ ଶ୍ରଦ୍ଧାଳୁ ସମଲେଇ ପ୍ରକଳ୍ପ ବୁଲି ଭିନ୍ନ ଭିନ୍ନ ଅନୁଭୂତି ସାଉଁଟି ପାରିବେ । ଆସନ୍ତା ୩୧ରେ ଯଜ୍ଞର ପୂର୍ଣ୍ଣାହୁତି ହେବ । ଗତକାଲି ଏହି ଭବ୍ୟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୋହିତଙ୍କ ମନ୍ତ୍ରୋଚାରଣ ଓ ଚଣ୍ଡୀପାଠ ଭିତରେ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ନବୀନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    33 %
    1.3kmh
    1 %
    Tue
    23 °
    Wed
    32 °
    Thu
    32 °
    Fri
    32 °
    Sat
    33 °

    ସମ୍ବନ୍ଧିତ