Thursday, July 2, 2026
25.6 C
Odisha

    କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ଘଟଣା

    ଆଗକୁ ପଢନ୍ତୁ

    କଂଟାବାଞ୍ଜି ବିଧାୟକ ସନ୍ତୋଷ ସଂ ସାଲୁଜାଙ୍କୁ ହତ୍ୟା ଧମକ ଘଟଣା । ଏନେଇ ବିଧାୟକଙ୍କ ପରିବାର ଓ କଂଗ୍ରେସ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସେପଟେ ସନ୍ତୋଷ ସିଂ ସାଲୁଜା କହିଛନ୍ତି ତାଙ୍କୁ ମାରିଲେ, ଜନ୍ମନେବେ ୧୦୦ ସାଲୁଜା । ୧୫ ଦିନ ମଧ୍ୟରେ ହତ୍ୟା କରିବାକୁ ସହରର ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଯାଇଛି । ଆଜି ସକାଳୁ କଂଟାବାଞ୍ଜି ବାଳିକା ହାଇସ୍କୁଲ ବାହାରେ ଥିବା ଏକ ଦୋକାନ ନିକଟରେ ଏହି ବ୍ୟାନର ଲାଗିଥିଲା । ଏଥିରେ ନାଲି ରଙ୍ଗରେ କଂଟାବାଞ୍ଜି ବିଧାୟକଙ୍କୁ ୧୫ ଦିନରେ ହତ୍ୟା କରିବା ଲେଖାଯାଇଥିଲା । ଏହା ସହ ବ୍ୟାନରରେ ଏକ ଅଜଣା ବ୍ୟକ୍ତିଙ୍କ ଫଟୋ ମଧ୍ୟ ରହିଛି । ପୋଷ୍ଟର ଦେଖି ଲୋକେ ଭୟଭୀତ ହୋଇପଡ଼ିଥିବା ବେଳେ କଂଟାବାଞ୍ଜି ପୋଲିସ ବ୍ୟାନର ଜବତ କରି ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.6 ° C
    25.6 °
    25.6 °
    87 %
    1.5kmh
    82 %
    Wed
    25 °
    Thu
    31 °
    Fri
    30 °
    Sat
    30 °
    Sun
    31 °

    ସମ୍ବନ୍ଧିତ