Friday, April 3, 2026
39.1 C
Odisha

    ଶନି ଦେବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି କି? ତେବେ ଅର୍ପଣ କରନ୍ତୁ ଏହିସବୁ ଜିନିଷ

    ଆଗକୁ ପଢନ୍ତୁ

    ଯେଉଁ ବ୍ୟକ୍ତିଙ୍କ ଜାତକରେ ଶନିଙ୍କ ବକ୍ର ଦୃଷ୍ଟି ପଡିଥାଏ ସେହି ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ଦେଖାଯାଇଥାଏ। ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ପୂଜା-ପାଠ ଏବଂ ମନ୍ତ୍ର ଜପ କରିଥାନ୍ତି। ବାସ୍ତବରେ ଶନିଙ୍କ ଅଶୁଭ ପ୍ରଭାବରେ ଜୀବନରେ ପରିବର୍ତ୍ତନ ତ ହୋଇଥାଏ କିନ୍ତୁ ଭାଗ୍ୟରେ କିଛି ଭଲ ଘଟଣା ଘଟିବା ଏବଂ ଖରାପ ହେବା ଏହାସବୁ ଜନ୍ମ କୁଣ୍ଡଳୀରେ ନିଷ୍ପତି କରିଥାଏ। ଯଦି ଆପଣ ମଧ୍ୟ ଏହିସବୁ ସମସ୍ୟା ପାଇଁ ଚିନ୍ତିତ ରହୁଛନ୍ତି ତେବେ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଏହିସବୁ ଜିନିଷ ଅର୍ପଣ କରନ୍ତୁ।

    ଶନିଦେବଙ୍କୁ ଦାନ ଦିଅନ୍ତୁ ଏହିସବୁ ଜିନିଷ:
    -ଘୋଡା ନାଲ ଅର୍ଥାତ ଡଙ୍ଗାର ଅଗ୍ରଭାଗରେ ଥିବା ଲୁହାର କଣ୍ଟା।

    -ଶନି ମନ୍ଦିରରେ ସୋରିଷ ତେଳ ଅର୍ପଣ କରନ୍ତୁ।

    -ଶନିବାର ଦିନ ସକାଳେ ଲୁହା ପାତ୍ରରେ ସୋରିଷ ତେଲ ଢାଳି ସେଥିରେ ଏକ ଟଙ୍କିଆ କଏନ୍‌ ପକାଇ ନିଜ ମୁହଁ ଦେଖିବା ପରେ କୌଣସି ଗରିବ ବ୍ୟକ୍ତିଙ୍କୁ ଦେଇଦିଅନ୍ତୁ। ଯଦି ଏପରି ସମ୍ଭବ ହେଉନଥିବ ତେବେ ଏହାକୁ ଅଶ୍ୱତ୍ଥ ବୃକ୍ଷ ତଳେ ରଖିଦିଅନ୍ତୁ।

    -ଶନିଙ୍କ ଉଦେଶ୍ୟରେ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ତଳେ ସୋରିଷ ତେଲର ଦୀପ ଅର୍ପଣ କରନ୍ତୁ।

    -କଳା ରଙ୍ଗର କପଡା, କଳା ଜିନିଷ, କଳା ଜୋତା, ଲୁହାର ବାସନ ଏବଂ କଳା ରଙ୍ଗର ଓଢଣୀ ଶନି ଦେବଭ୍‌କର ଖୁବ୍‌ ପ୍ରିୟ। ଆପଣ ଏହିସବୁ ଜିନିଷ ଶନି ମନ୍ଦିରରେ କିମ୍ବା କୌଣସି ଗରିବ ବ୍ୟକ୍ତିଙ୍କୁ ଦାନ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ