Wednesday, February 4, 2026
21.8 C
Odisha

    ଶଶି ଥରୁର, ଡିମ୍ପଲ ଯାଦବ, ସୁପ୍ରିୟା ସୁଲେ ମଧ୍ୟ ଲୋକସଭାରୁ ନିଲମ୍ବିତ । କାଲିଠାରୁ ଆଜିଯାଏଁ ୧୪୧ ସାଂସଦ ନିଲମ୍ବିତ

    ଆଗକୁ ପଢନ୍ତୁ

    ଲୋକସଭାରେ ହଙ୍ଗାମା କରୁଥିବା ଆଉ କିଛି ବିରୋଧୀ ସାଂସଦଙ୍କୁ ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଶଶି ଥରୁର, ଡିମ୍ପଲ ଯାଦବ, ସୁପ୍ରିୟା ସୁଲେଙ୍କ ପରି ସାଂସଦ ।ସଂସଦର ସୁରକ୍ଷାରେ ବିଭ୍ରାଟ ନେଇ ଗୃହମନ୍ତ୍ରୀଙ୍କ ସ୍ପଷ୍ଟିକରଣ ଦାବି କରି ବିରୋଧୀ ହଙ୍ଗାମା କରିବା , ଏବଂ ପ୍ରଶ୍ନେତ୍ତର କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବା , ସ୍ପିକରଙ୍କୁ ଅବମାନନା କରିବା ଭଳି ଅଭିଯୋଗରେ ଆଜି ପୁଣି ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଶଶି ଥରୁର, ଡିମ୍ପଲ ଯାଦବ, ସୁପ୍ରିୟା ସୁଲେଙ୍କ ପରି ସାଂସଦ । କଂଗ୍ରେସ ନେତା ମନୀଷ ତିୱାରୀ, କାର୍ତ୍ତି ଚିଦାମ୍ବରମ୍, ଶଶି ଥରୁର, ବିଏସପି ସାଂସଦ ଦାନିଶ ଅଲି, ସପା ସାଂସଦ ଏସଟିି ହସନ୍, ଟିଏମସି ସାଂସଦ ମାଲା ରାୟ, ଆପର ସୁଶୀଲ କୁମାର ରିଙ୍କୁଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    33 %
    1.4kmh
    0 %
    Wed
    23 °
    Thu
    31 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ