Friday, June 19, 2026
29.3 C
Odisha

    ଘରଦ୍ୱାର ଭାଙ୍ଗି ଦେଉଛନ୍ତି, ଗୃହପାଳିତ ପଶୁଙ୍କୁ ଦଳି ଦେଉଛନ୍ତି ହାତୀ

    ଆଗକୁ ପଢନ୍ତୁ

    ରାତି ଅଧରେ ୩୪ ଟିକିଆ ହାତୀ ପଲଙ୍କ ଆତଙ୍କ । ବିଳମ୍ବିତ ରାତିରେ ଗାଁରେ ପଶି ଫସଲ ନଷ୍ଟ କରିବା ସହ ଭାଙ୍ଗିଲେ ଘରଦ୍ୱାର । ହାତୀ ଆକ୍ରମଣରେ ୪ ଗାଈ, ୨ ଛେଳି ମୃତ୍ୟୁ । ଦେବଗଡ଼ ଥାନାଂଚଳ ଚଡ଼କମରା ଗାଁରେ ହାତୀଙ୍କ ଉତ୍ପାତ । ହାତୀ ଘଉଡ଼ାଉଥିବା ବେଳେ ବନକର୍ମଚାରୀ ଓ ଗ୍ରାମବାସୀଙ୍କ ହାତୀ ପଲ ଆକ୍ରମଣ ଉଦ୍ୟମ । ରାତିରେ ନିଆଁ ହୁଳା ଧରି ଲୋକେ ହାତୀ ପଲକୁ ଘଉଡ଼ାଉଛନ୍ତି । ଦେବଗଡ଼ ବନଖଣ୍ଡ ସୁଗୁଡ଼ା ବିଟ ଅଞ୍ଚଳର ବାସୁଦେବପୁର, ସୁଗୁଡା, ଝାଟକିପୋଷି ଗାଁରେ ୩୪ ଟିକିଆ ହାତୀପଲ ଆତଙ୍କ ସୃଷ୍ଟି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.3 ° C
    29.3 °
    29.3 °
    60 %
    0.4kmh
    88 %
    Fri
    39 °
    Sat
    38 °
    Sun
    38 °
    Mon
    39 °
    Tue
    42 °

    ସମ୍ବନ୍ଧିତ