Monday, March 23, 2026
20.4 C
Odisha

    ଚୋଟ ମାରିବା ପରେ ପରେ କଣ ହୁଏ ସାପର ଅବସ୍ଥା

    ଆଗକୁ ପଢନ୍ତୁ

    ଦୁନିଆରେ ଆପଣ ବହୁତ ପ୍ରକାରର ସାପ ଦେଖିଥିବେ ଓ ତା ବିଷୟରେ ଆପଣ ବହୁତ କିଛି ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ସାପମାନଙ୍କ ବିଷୟରେ ଏଭଳି କିଛି ରହସ୍ୟ କହିବାକୁ ଯାଉଛୁ ଯାହା ବୋଧହୁଏ ଆପଣ ପୂର୍ବରୁ କେବେବି ଶୁଣିନଥିବେ। ଆପଣ ଶୁଣିଥିବେ ଯେ ଯିଏ ବାହାରୁ ଯେତେ ସୁନ୍ଦର ହୋଇଥାଏ ଭିତରୁ ସେତିକି କ୍ଷତିକାରକ ହୋଇଥାଏ ତେବେ ଏହି କଥା ସାପମାନଙ୍କ ଉପରେ ମଧ୍ୟ ଲାଗୁ କରାଯାଉଛି। ଯେଉଁ ସାପ ଯେତେ ସୁନ୍ଦର ହୋଇଥାଏ ସେ ସେତେ କ୍ଷତିକାରକ ହୋଇଥାଏ। ତାହେଲେ ଆଜି ଆସନ୍ତୁ ଜାଣିବା ସାପମାନଙ୍କ ବିଷୟରେ କିଛି ରହସ୍ୟ।

    ଭବିଷ୍ୟ ପୁରାଣରେ ସାପଙ୍କ ପ୍ରଜନନ ବିଷୟରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ ସର୍ପିଣୀ ଜ୍ୟେଷ୍ଠ ଓ ଆଷାଢ଼ ମାସରେ ଗର୍ଭଧାରଣ କରିଥାଏ ଏବଂ ୪ ମାସ ପରେ ଅର୍ଥାତ କାର୍ତ୍ତିକ ମାସରେ ସେ ଅଣ୍ଡା ଦେଇଥାଏ। ଏକ ସର୍ପିଣୀ ଏକାସାହିତ ପାଖାପାଖି ୨୪୦ଟି ଅଣ୍ଡା ଦେଇଥାଏ। ସୁନେଲି ରଙ୍ଗର ଅଣ୍ଡାରୁ ନାଗ ଜନ୍ମ ନେଉଥିବା ବେଳେ ଲମ୍ବାକୃତି ଅଣ୍ଡାରୁ ନାଗୁଣୀ ଜନ୍ମ ନେଇଥାଏ। କେବଳ ସେତିକି ନୁହେଁ ଲାଳଯୁକ୍ତ ଅଣ୍ଡାରୁ ନଂପୁସକ ସାପ ଜନ୍ମ ହୋଇଥାଏ ତଥା ସାପମାନଙ୍କର ମଧ୍ୟ ଏହି ପ୍ରଜାତି ରହିଥାଏ। ନାଗୁଣୀ ନିଜ ଅଣ୍ଡା ନିଜେ ଖାଇଦେଇଥାଏ ଓ ଯେଉଁ ଅଣ୍ଡା ବଞ୍ଚି ଯାଏ ସେଥିରୁ ବଂଶବୃଦ୍ଧି ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜନ୍ମର ମାତ୍ର ୨୧ ଦିନ ପରେ ସାପଠାରେ ବିଷଦାନ୍ତ ଆସିଯାଇଥାଏ ଅର୍ଥାତ ମାତ୍ର ୨୫ ଦିନ ପରେ ଏକ ସାପ ଛୁଆ କାହାର ଜୀବନ ନେବାର କ୍ଷମତା ହାସିଲ କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    39 %
    1.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ