Wednesday, January 7, 2026
15 C
Odisha

    ଖୁବ୍ ଶୀଘ୍ର ଘୋଷଣା ହେବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା: ଉପ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ ସୂଚନା । ତୃତୀୟ ପର୍ଯ୍ୟାୟରେ ଅଙ୍ଗୱାଡ଼ି କର୍ମୀଙ୍କୁ ମିଳିବ ସୁଭଦ୍ରା । ବାଦ୍ ପଡ଼ିଥିବା ସମସ୍ତ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ମିଳିବ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା । ଖୁବ୍ ଶୀଘ୍ର ଘୋଷଣା ହେବ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା । କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ନାହିଁ କହିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ । ଖାରଚ ହୋଇଥିବା ୨ ଲକ୍ଷ୍ ୭୭ ହଜାର ଆବେଦନ ପତ୍ର ରିଚେକ୍ ହେବ । ବାରମ୍ବାର ଚେକ୍ ହେବ କେହିବି ବଞ୍ଚିତ ହେବେ ନାହିଁ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଏଥିପାଇଁ ନୋଡାଲ ଏଜେନ୍ସି ନିଯୁକ୍ତ ହେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15 ° C
    15 °
    15 °
    30 %
    1.5kmh
    10 %
    Wed
    14 °
    Thu
    26 °
    Fri
    26 °
    Sat
    26 °
    Sun
    27 °

    ସମ୍ବନ୍ଧିତ