Thursday, February 5, 2026
30.5 C
Odisha

    ପରାଜୟ ପାଇଁ ନବୀନ ଦାୟୀ

    ଆଗକୁ ପଢନ୍ତୁ

    ୨୦୨୪ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଦାୟୀ କଲେ ପୂର୍ବତନ ବିଧାୟକ ସୁଶାନ୍ତ ବେହେରା। ନବୀନ ଦଳକୁ ଅଣଦେଖା କରିବାକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିବା କହିଛନ୍ତି ସୁଶାନ୍ତ । ସଭା ସମିତିକୁ ନିଜେ ନଯାଇ ପ୍ରତିନିଧିଙ୍କୁ ପଠାଇବା ଘଟଣା କର୍ମୀଙ୍କୁ ଅସନ୍ତୁଷ୍ଟ କରିଛି । ପରିଚାଳନାଗତ ତ୍ରୁଟି ମଧ୍ୟ ଆଉ ଏକ କାରଣ ବୋଲି ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    20 %
    3.7kmh
    0 %
    Thu
    29 °
    Fri
    31 °
    Sat
    31 °
    Sun
    32 °
    Mon
    32 °

    ସମ୍ବନ୍ଧିତ