Sunday, October 4, 2026
24.6 C
Odisha

    ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ । ବ୍ୟାଡମିଣ୍ଟନ ଖେଳାଳିଙ୍କୁ କଲେ ଜୀବନସାଥୀ

    ଆଗକୁ ପଢନ୍ତୁ

    ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ।ଉଦୟପୁରରେ ଏକ ଅନ୍ତରଙ୍ଗ ପାରିବାରିକ ସମାବେଶରେ ବ୍ୟାଡମିଣ୍ଟନ ଖେଳାଳି ମାଥିଆସ୍ ବୋଏଙ୍କୁ ବିବାହ କରିଛନ୍ତି। ଉଭୟ ଶିଖ୍ ଧର୍ମ ଏବଂ ଖ୍ରୀଷ୍ଟିଆନ ରୀତିନୀତିରେ ଦୁହିଁଙ୍କ ବିବାହ ହୋଇଥିବା ଜଣାପଡିଛି । ତାପସୀ ପନ୍ନୁ ଏବଂ ମାଥିଆସ୍ କେବଳ ସେମାନଙ୍କର ନିକଟତମ ପରିବାର ଏବଂ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ବିବାହକୁ ଏକ ବ୍ୟକ୍ତିଗତ ରଖିବାକୁ ଚେଷ୍ଟା କରିଛନ୍ତି । ଏହି ସମାରୋହର ଅଧିକ କାହାକୁ ନିମନ୍ତ୍ରଣ ନକରି ବରଂ ଅତି ନିକଟତର ସମ୍ପର୍କୀୟଙ୍କୁ ନିମନ୍ତ୍ରଣ କରିଥିଲେ । ନିଜ ବିବାହକୁ ଗଣମାଧ୍ୟମ ଦୃଷ୍ଟିରୁ ଦୂରେଇ ରଖିବାକୁ ଚାହୁଁଥିବା କହିଥିଲେ ତାପସୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ