Tuesday, May 26, 2026
35.2 C
Odisha

    ପୁଣି ଘୁଞ୍ଚିଲା ଭିନେଶ ଫୋଗାଟଙ୍କ ଶୁଣାଣି । ଅଗଷ୍ଟ ୧୬ରେ ଆସିବ କୋର୍ଟଙ୍କ ଫଇସଲା

    ଆଗକୁ ପଢନ୍ତୁ

    ପୁଣି ଘୁଞ୍ଚିଲା ଭିନେଶ ଫୋଗାଟଙ୍କ ଶୁଣାଣି । ଆସନ୍ତା ଅଗଷ୍ଟ ୧୬ ତାରିଖରେ ଭିନେଶ ଫୋଗାଟଙ୍କ ଶୁଣାଣି କରିବେ କୋର୍ଟ । ତେବେ ଆଜି ଭିନେଶ ଫୋଗାଟଙ୍କ ମାମଲାରେ ଶୁଣାଣି କରିଥାନ୍ତେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର ସ୍ପୋର୍ଟ୍ସ ବା କ୍ୟାସ୍ । ହେଲେ ବର୍ତ୍ତମାନ ଏହାକୁ ଘୁଞ୍ଚାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଏଥର ଅଲିମ୍ପିକ୍ସରେ ୫୦ କେଜି ବର୍ଗ କୁସ୍ତିରେ ଫାଇନାଲରେ ପହଞ୍ଚିଥିଲେ ଭାରତର କୁସ୍ତିଯୋଦ୍ଧା ଭିନେଶ ଫୋଗାଟ୍ । ହେଲେ ଫାଇନାଲ ପୂର୍ବରୁ କିନ୍ତୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ଧାର୍ୟ୍ୟ ଓଜନଠାରୁ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ଫାଇନାଲ ଖେଳିବାକୁ ଦିଆଯାଇନଥିଲା । ଏହାପରେ ଭିନେଶ ଏହି ମାମଲାରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର ସ୍ପୋର୍ଟ୍ସକୁ ଯାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    29 %
    1.1kmh
    8 %
    Tue
    44 °
    Wed
    45 °
    Thu
    46 °
    Fri
    44 °
    Sat
    43 °

    ସମ୍ବନ୍ଧିତ