Friday, January 9, 2026
23.8 C
Odisha

    ୧୧୦କେଜିରୁ ଅଧିକ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ

    ଆଗକୁ ପଢନ୍ତୁ

    ବାଲେଶ୍ଵର: ଜିଲ୍ଲା ଅବକାରୀ ମୋବାଇଲ ଟିମ୍, ନୀଳଗିରି, ଜଳେଶ୍ଵର ଓ ଗୋପାଳପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଗୋପାଳପୁର ଥାନା ଜୁଣିଆ ଠାରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୧୧୦କେଜିରୁ ଅଧିକ ପରିମାଣର ଗଞ୍ଜେଇ, ଯାହାର ମୂଲ୍ୟ ୩ଲକ୍ଷ ଟଙ୍କାରୁ ଅଧିକ ହେବ ଜବତ କରାଯାଇଛି। ଏଥିରେ ଗୁଣନିଧି ବିନ୍ଧାଣୀ ଏବଂ ଅଶୋକ କୁମାର ନାୟକ ନାମକ ଦୁଇ ନିଶା ବେପାରୀଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଗୁରୁବାର ଦିନ ୨ଟା ସମୟରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଠାରେ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    16 %
    2.6kmh
    52 %
    Fri
    25 °
    Sat
    26 °
    Sun
    28 °
    Mon
    29 °
    Tue
    29 °

    ସମ୍ବନ୍ଧିତ