Thursday, September 10, 2026
24.5 C
Odisha

    ଏପରି ପାଳନ କରନ୍ତୁ ଭାଲେଣ୍ଟାଇନ ସପ୍ତାହ

    ଆଗକୁ ପଢନ୍ତୁ

    ଫେବୃଆରୀ ମାସକୁ ପ୍ରେମ ପାଇଁ ଉତ୍ସର୍ଗୀକୃତ ମାସ ଭାବରେ ବିବେଚନା କରାଯାଏ। ପ୍ରେମୀଯୁଗଳଙ୍କ ପାଇଁ ଏହି ମାସର ବିଶେଷ ମହତ୍ତ୍ୱ ରହିଛି। ଭାଲେଣ୍ଟାଇନ ସପ୍ତାହର ପ୍ରତ୍ୟେକ ଦିନର ଭିନ୍ନ ଭିନ୍ନ ଅର୍ଥ ଥାଏ। ଭାଲେଣ୍ଟାଇନ ସପ୍ତାହ ୭ ଫେବୃଆରୀରୁ ଆରମ୍ଭ ହୁଏ ଏବଂ ଏହି ସପ୍ତାହ ୧୪ ଫେବୃଆରୀ ପର୍ଯ୍ୟନ୍ତ ଚାଲିଥାଏ। ଚଳିତ ୨୦୨୪ ବର୍ଷରେ ଏହା ଗତକାଲି ବା ବୁଧବାରଠାରୁ ଆରମ୍ଭ ହୋଇଛି। ଆଉ ଏହି ସବୁ ଦିନକୁ ପାଳନ କରି ପ୍ରେମୀଯୁଗଳ ବେଶ ଉତ୍ସାହିତ ରହିଥିବା ବେଳେ ବର୍ତ୍ତମାନ ସମସ୍ତେ ଭାଲେଣ୍ଟାଇନ ଦିବସକୁ ଅପେକ୍ଷା କରିଛନ୍ତି। ତେବେ ଏହି ଭାଲେଣ୍ଟାଇନ ଡେ ଦିନ ପ୍ରେମୀଯୁଗଳ କ’ଣ ସବୁ କରିଥାନ୍ତି?
    ଫେବୃୟାରୀ ୧୪, ଭାଲେଣ୍ଟାଇନ୍ସ ଡେ: ଭାଲେଣ୍ଟାଇନ ସପ୍ତାହର ଏହା ହେଉଛି ଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ଦିନ। ଏହିଦିନ ପ୍ରେମୀଯୁଗଳ ଦୁହେଁ ଦୁହିଁଙ୍କ ସହିତ କ୍ୱାଲିଟି ଟାଇମ ବିତାଇଥାନ୍ତି। ପରସ୍ପର ସହିତ ଦେଖାକରି ବୁଲିବା ସହ ସମୟ ବିତାଇଥାନ୍ତି। କେହି କେହି ନିଜ ପାର୍ଟନର ସ୍ପେଶିଆଲ ଫିଲ କରାଇବାକୁ କ୍ୟାଣ୍ଡେଲ ଲାଇଟ ଡିନର ପାଇଁ ମଧ୍ୟ ଆରଞ୍ଜମେଣ୍ଟ କରାଇଥାନ୍ତି। ଭାଲେଣ୍ଟାଇନ ଡେରେ ବେଳାଭୂମିରେ ଲଭବାର୍ଡସଙ୍କର ଖଚାଖଚ ଗହଳି ମଧ୍ୟ ହୋଇଥାଏ। ତେବେ ଯାହା ହେଉନା କାହିଁକି ପ୍ରେମ ସବୁବେଳେ ଚିନ୍ତନନ ଓ ଶାଶ୍ୱତ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    93 %
    1.4kmh
    100 %
    Thu
    26 °
    Fri
    26 °
    Sat
    29 °
    Sun
    27 °
    Mon
    30 °

    ସମ୍ବନ୍ଧିତ