Saturday, March 21, 2026
19.7 C
Odisha

    ଓଡ଼ିଶାବାସୀ ଯାହା ଚାହିଁବେ ତାକୁ ଦିଆଯିବ ପ୍ରାଧାନ୍ୟ: ବିଜେଡିର ନିର୍ବାଚନୀ ଇସ୍ତାହାର ନେଇ ଲୋକଙ୍କ ମତାମତ ଲୋଡି‌ଲେ ଭିକେ ପାଣ୍ଡିଆନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେଡିର ନିର୍ବାଚନୀ ଇସ୍ତାହାର ନେଇ ଲୋକଙ୍କ ମତାମତ ଲୋଡି‌ଲେ ଭିକେ ପାଣ୍ଡିଆନ। ସେ ଏକ ଭିଡିଓ ଜାରି କରି ଲୋକଙ୍କ ମତାମତ ଲୋଡ଼ିଛନ୍ତି। ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ଚାଲିଥିବା ବେଳେ ଏଥିପାଇଁ ମତାମତ ଲୋଡ଼ିଛନ୍ତି।ପାଣ୍ଡିଆନ କହିଛନ୍ତି, ଏହା ଲୋକଙ୍କ ସରକାର, ମତାମତକୁ ଗୁରୁତ୍ବସହ ମୁଖ୍ୟମନ୍ତ୍ରୀ ଗ୍ରହଣ କରିବେ। ଓଡ଼ିଶାବାସୀ ଯାହା ଚାହିଁବେ, ତାହାକୁ ପ୍ରାଧାନ୍ୟ ଦିଆଯିବ। ସେହି ଅନୁସାରେ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହେବ ବୋଲି ପାଣ୍ଡିଆନ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    79 %
    0.7kmh
    99 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    37 °

    ସମ୍ବନ୍ଧିତ