Tuesday, March 17, 2026
25.4 C
Odisha

    ସାମାନ୍ୟ ବଚସାରୁ ଏସିଡ ମାଡ଼

    ଆଗକୁ ପଢନ୍ତୁ

    ସୋର: ବାଲେଶ୍ବର ଜିଲ୍ଲା ଖଇରା ଥାନା ତୁଡ଼ିଗଡ଼ିଆ ବଜାରରେ ସାମାନ୍ୟ ବଚସାରୁ ଏସିଡ ମାଡ଼ ହେବାରୁ ଜଣେ ଗୁରୁତର ଆହତ ହେବା ସହିତ ଅନ୍ୟ ଜଣେ ଆହତ ହୋଇ ଡାକ୍ତରଖନାରେ ଭର୍ତି ହୋଇଛନ୍ତି। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଡ଼ାଲଙ୍ଗ ଗ୍ରାମର ରାମଚନ୍ଦ୍ର ପାଢ଼ୀ (୪୦) ବଜାରରେ ଥିବା ବେଳେ ଜଣେ ସୁନାଦୋକାନୀଙ୍କ ସହ ସାମାନ୍ୟ କଥାରୁ ବଚସା ହୋଇଥିଲା। ପରେ ସୁନା ଦୋକାନୀ ଜଣଙ୍କ ଉତକ୍ଷିପ୍ତ ହୋଇ ଦୋକାନରେ ଥିବା ଏସିଡ ରାମଚନ୍ଦ୍ରଙ୍କ ଉପରକୁ ଫିଙ୍ଗିଥିଲେ। ଏଥିରେ ରାମଚନ୍ଦ୍ରଙ୍କ ସମେତ ଡ଼ାଲଙ୍ଗ ଗ୍ରାମର ଡ଼ମ୍ବୁରଧର ମଳିକ (୫୦) ଆହତ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    41 %
    2kmh
    100 %
    Mon
    24 °
    Tue
    36 °
    Wed
    36 °
    Thu
    35 °
    Fri
    34 °

    ସମ୍ବନ୍ଧିତ