Wednesday, March 4, 2026
24.6 C
Odisha

    ବାଲେଶ୍ୱର ଜଳେଶ୍ୱରରେ ବଜ୍ରାଘାତରେ ଜଳିଗଲେ ଯୁବକ, ଜଣେ ମୃତ

    ଆଗକୁ ପଢନ୍ତୁ

    ବାଲେଶ୍ୱର ଭୋଗରାଇରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ସକାଳୁ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଲାଗିରହିଥିଲା । ଏଥିରେ ଭୋଗରାଇର ହରେନ୍ଦ୍ର ପରମାଣିକଙ୍କ ପୁଅ ରଞ୍ଜନ ଚିଙ୍ଗୁଡ଼ି ଘେରିକୁ ଯାଇଥିବା ବେଳେ ବର୍ଷା ଯୋଗୁଁ ଏକ ଚାଳ କୁଡ଼ିଆ ଘରେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରାଘାତ କାରଣରୁ ରଞ୍ଜନ ସମ୍ପୂର୍ଣ୍ଣ ଭାବେ ଜଳି ଯାଇ ପ୍ରାଣ ହରାଇଛନ୍ତି । ସେପଟେ ପସରବିନ୍ଧା ଗାଁର ମୃତ୍ୟୁଞ୍ଜୟ ଘଡ଼ାଇଙ୍କ ବୋହୁ ମୋବାଇଲ ବ୍ୟବହାର କରୁଥିବା ବେଳେ ସେ ମଧ୍ୟ ବଜ୍ରାଘାତର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    21 %
    2.1kmh
    5 %
    Wed
    24 °
    Thu
    37 °
    Fri
    38 °
    Sat
    38 °
    Sun
    38 °

    ସମ୍ବନ୍ଧିତ