Wednesday, October 14, 2026
22.5 C
Odisha

    ଲଘୁଚାପ ପ୍ରଭାବରେ ଅଶାନ୍ତ ପୁରୀ ସମୁଦ୍ର, ଉଠୁଛି ବଡ଼ ବଡ଼ ଢେଉ

    ଆଗକୁ ପଢନ୍ତୁ

    ପୁରୀ  :  ଲଘୁଚାପ ପ୍ରଭାବରେ ଅଶାନ୍ତ ପୁରୀ ସମୁଦ୍ର । ବଡ଼ ବଡ଼ ଢେଉ ଉଠୁଛି । ସକାଳୁ ସକାଳୁ ସହରରେ ଲଗାଣ ବର୍ଷା ଲାଗି ରହିଛି । ବର୍ଷା ସହ ପବନ ମଧ୍ୟ ହେଉଛି । ସମୁଦ୍ର ଅଶାନ୍ତ ରହିବାରୁ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ସହ ପ୍ରବଳ ବର୍ଷା, ଜଳବନ୍ଦୀ, ବଜ୍ରପାତ, ଭୂସ୍କଳନ ଏବଂ କୃଷି ଓ ଫସଲର କ୍ଷତି ହେବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ମାନଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଓଡ଼ିଶା ସରକାରଙ୍କ SRC ପକ୍ଷରୁ ସୂଚନା ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.5 ° C
    22.5 °
    22.5 °
    90 %
    1.1kmh
    87 %
    Tue
    22 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ