Monday, March 9, 2026
31.7 C
Odisha

    ଆଉ ନାହାନ୍ତି ଯାତ୍ରା ଖଳନାୟକ ନରେନ୍ଦ୍ର ଦାସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ ହୋଇଛି । ଯାତ୍ରା ଅଷ୍ଟଶମ୍ଭୁ ଖଳନାୟକ ନରୀ ଭାଇ ଭାବେ ବେଶ ପରିଚିତ ଅଭିନେତା ଆଉ ନାହାଁନ୍ତି । କେନ୍ଦୁମୁଣ୍ଡା ସିନାପାଲି ନୂଆପଡାରେ ତାଙ୍କ ପାଟି ଆଜି ପଡିଥିଲା । ଆଜିର ନାଟକ ଥିଲା ଦଇବ ଦଉଡି ମଣିଷ ଗାଇ । ଆଜି ସକାଳୁ ନରେନ୍ଦ୍ରଙ୍କ ଛାତିରେ ହଠାତ୍‌ ଯନ୍ତ୍ରଣା ଅନୁଭବ ହେବାରୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ । ହେଲେ ପୁନଃ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତେବେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

    ନରେନ୍ଦ୍ର ଦାସଙ୍କ ଘର ଜଗତସିଂହପୁର ଜିଲ୍ଲା ଡିହସାହିରେ । ଚଳିତ ବର୍ଷ ସେ ଅଷ୍ଟଶମ୍ଭୁ ଅପେରାରେ ଖଳାନାୟକ ଭାବେ ଯୋଗ ଦେଇଥିଲେ । ପୂର୍ବରୁ ସେ ଅନ୍ୟ ଲୋକପ୍ରିୟ ଗଣନାଟ୍ୟରେ କାମ କରିଛନ୍ତି । ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.7 ° C
    31.7 °
    31.7 °
    43 %
    1.3kmh
    4 %
    Mon
    37 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ