Monday, August 31, 2026
23.4 C
Odisha

    ଭିଜିଲାନ୍ସ ଜାଲରେ ସେମିଳିଗୁଡ଼ା ଫରେଷ୍ଟର,  ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ

    ଆଗକୁ ପଢନ୍ତୁ

    କୋରାପୁଟ   : ଭିଜିଲାନ୍ସ ଜାଲରେ ଫରେଷ୍ଟର ।  ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋରାପୁଟ ସେମିଲିଗୁଡା ଫରେଷ୍ଟର ନିରଂଜନ ଶତପଥୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ ।  ନିରଞ୍ଜନଙ୍କ ୫ ଠିକଣାରେ ରେଡ୍ ଚାଲୁଛି ।  ଭୁବନେଶ୍ୱର ଝାରପଡ଼ାରେ ଦୁଇଟି ତିନି ମହଲା ଘର, ଜଗତସିଂହପୁର ମୁକୁନ୍ଦପୁରରେ ଥିବା ପୈତୃକ ଘର, କୋରାପୁଟ ସେମିଳିଗୁଡ଼ା ଅଫିସ ଓ କ୍ବାଟର୍ସରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।

    ୬ ଜଣ ଡିଏସପି, ୭ ଇନସପେକ୍ଟର ଓ ଅନ୍ୟ କର୍ମଚାରୀ ଚଢାଉରେ ସାମିଲ ହୋଇଛନ୍ତି ।  ଏବେବି ରେଡ୍ ଜାରି ଥିବା ବେଳେ , ଯାଞ୍ଚ  ପରେ ମୋଟ ସଂପତ୍ତିର ପରିମାଣ ଜଣାପଡିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.4 ° C
    23.4 °
    23.4 °
    98 %
    1.8kmh
    100 %
    Mon
    25 °
    Tue
    25 °
    Wed
    27 °
    Thu
    28 °
    Fri
    29 °

    ସମ୍ବନ୍ଧିତ